ETV Bharat / state

ରୀତା ଦେହୁରୀ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ - ଯାଜପୁର ଖବର

ମଙ୍ଗଳପୁରରେ ରୀତା ଦେହୁରୀ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କଲେ ଯାଜପୁର ରୋଡ କୋର୍ଟ । ଅଧିକ ପଢନ୍ତୁ

ରୀତା ଦେହୁରୀ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

author img

By

Published : Feb 10, 2022, 9:14 PM IST

ଯାଜପୁର : ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ଛକରେ ରୀତା ଦେହୁରୀ ହତ୍ୟାକାଣ୍ଡ ଘଟଣା । ଯାଜପୁର ରୋଡ କୋର୍ଟରୁ ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି । ପ୍ରମାଣ ଅଭାବରୁ ବିଚାରଧୀନ ବନ୍ଦୀ ଭାବେ ସଜା କାଟୁଥିବା ଅଭିଯୁକ୍ତ ମଙ୍ଗୁଳି ନାୟକ ନିର୍ଦ୍ଦୋଷରେ ଖଲାସ ହେଇଛନ୍ତି ।

ରୀତା ଦେହୁରୀ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଏହାବି ପଢନ୍ତୁ : ବଲାଙ୍ଗୀର-ନୂଆପଡ଼ା ନୂତନ ରେଳ ଲାଇନର ହେବ ଚୂଡ଼ାନ୍ତ ସର୍ଭେ

ସୂଚନା ଅନୁସାରେ, ଅଁଳାଝରି ଗାଁର ସିଦ୍ଧେଶ୍ୱରୀ ଦେହୁରୀଙ୍କ ଝିଅ ରୀତାଙ୍କୁ ଗତ ୨/୧/୨୦୧୫ରେ ସୁକିନ୍ଦା ଥାନା ମଙ୍ଗଳପୁର ଛକରେ କେହି ଦୁବୃର୍ତ୍ତ ହାଣି ଏକ ଭଙ୍ଗା ଘରେ ପକାଇ ଦେଇଥିଲେ। ସେହି ମାମଲାରେ ପୋଲିସ ମଙ୍ଗଳପୁର ଗାଁର ମଙ୍ଗୁଳି ନାୟକଙ୍କୁ ଗିରଫ କରି ଚାର୍ଜସିଟି ଦାଖଲ କରିଥିଲା। ମଙ୍ଗୁଳି ହତ୍ୟା ଅଭିଯୋଗରେ ସଜା କାଟୁଥିବାବେଳେ ଅତିରିକ୍ତ ଜିଲ୍ଲା ଓ ସେସନସ ଜର୍ଜ ମାନସ କୁମାର ପଣ୍ଡା ତାଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତ ତରଫରୁ ଆଇନଜୀବୀ ମଙ୍ଗୁଳି ଚରଣ ସାହୁ ଓ ସହଯୋଗୀ ଆଇନଜୀବୀ ବିଶ୍ୱରଞ୍ଜନ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.