ETV Bharat / state

କାଜୁ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

author img

By

Published : Apr 2, 2020, 7:41 PM IST

କୋରୋନାକୁ ନେଇ ଦେଶବ୍ୟାପି ଲକଡାଉନ ଚାଲିଥିବା ବେଳେ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଏକ କାଜୁ ଜଙ୍ଗଲରୁ 45 ବର୍ଷିୟ ବ୍ୟକ୍ତିର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

a deadbody was found in cashew forest
କାଜୁ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

ଯାଜପୁର: କୋରୋନାକୁ ନେଇ ଦେଶବ୍ୟାପି ଲକଡାଉନ ଚାଲିଥିବା ବେଳେ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଏକ କାଜୁ ଜଙ୍ଗଲରୁ 45 ବର୍ଷିୟ ବ୍ୟକ୍ତିର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି କିଛିଦିନ ତଳର ହେଇଥିବାରୁ ତାହା ଚିହ୍ନଟ ହୋଇପାରୁ ନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟାକାଣ୍ଡ କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇପାରି ନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.