ETV Bharat / state

ଯାଜପୁର କ୍ଷେତ୍ରୀୟ ଚିକିତ୍ସାଳୟରେ ୫‘ଟି’ ଟିମର ସରପ୍ରାଇଜ ଭିଜିଟ - ୫-ଟି ଟିମର ସରପ୍ରାଇଜ ଭିଜିଟ

ଯାଜପୁର ଜିଲ୍ଲାର ରୋଡ କ୍ଷେତ୍ରୀୟ ଚିକିତ୍ସାଳୟରେ ଆଜି ଜିଲ୍ଲା ପ୍ରଶାସନର ଅଚାନକ ଚଢାଉ । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକାରିତା ନେଇ ଏହି ଚଢାଉ କରାଯାଇଛି । ଅଧିକ ଖବର ପଢନ୍ତୁ...

5t-team-surprise-visit-to-jajpur-hospital
ଯାଜପୁର କ୍ଷେତ୍ରୀୟ ଚିକିତ୍ସାଳୟରେ ୫‘ଟି’ ଟିମର ସରପ୍ରାଇଜ ଭିଜିଟ
author img

By

Published : Nov 29, 2019, 10:44 PM IST

Updated : Nov 30, 2019, 1:33 AM IST

ଯାଜପୁର: ଜିଲ୍ଲାର ରୋଡ କ୍ଷେତ୍ରୀୟ ଚିକିତ୍ସାଳୟରେ ଆଜି ଜିଲ୍ଲା ପ୍ରଶାସନର ଅଚାନକ ଚଢାଉ । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକାରିତା ନେଇ ଏହି ଚଢାଉ କରାଯାଇଛି । ଚିକିତ୍ସାଳୟରେ କିପରି ଚାଲିଛି ସ୍ବାସ୍ଥ୍ୟସେବା, ସେ ସମ୍ପର୍କରେ ଏହି ଦଳ ତଦାରଖ କରିଛନ୍ତି । ବିଭିନ୍ନ ୱାର୍ଡ ବୁଲି ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଏହି ଚଢାଉ ଦଳରେ ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ସମେତ ୫ ଜଣ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।

ଯାଜପୁର କ୍ଷେତ୍ରୀୟ ଚିକିତ୍ସାଳୟରେ ୫‘ଟି’ ଟିମର ସରପ୍ରାଇଜ ଭିଜିଟ

କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ବ୍ୟାସନଗର ପୌରାଞ୍ଚଳ, କୋରେଇ, ଦାନଗଦୀ ଓ ରସୁଲପୁର ଆଦି ୩ଟି ବ୍ଲକ ଏବଂ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳ ଏହା ଉପରେ ନିର୍ଭର କରନ୍ତି । ମାତ୍ର ଏଠାରେ ରହିଛି ଅନେକ ସମସ୍ୟା । ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ସଠିକ ସ୍ବାସ୍ଥ୍ୟସେବା ପାଉନଥିବା ବିଭିନ୍ନ ସମୟରେ ଅଭିଯୋଗ ବି ହୋଇଛି । ତେବେ ସରକାରଙ୍କ ୫-ଟି ଯୋଜନା କାର୍ଯ୍ୟକାରୀ ହେବା ପରେ ଜିଲ୍ଳା ପ୍ରଶାସନର ଏକ ଟିମ ଏହି ଚିକିତ୍ସାଳୟରେ ଅଚାନକ ଚଢାଉ କରିଥିଲେ ।

ବିଶେଷ କରି 5-ଟି ଟିମର ନଜରରେ ଥିଲା ଲାବ୍ରୋଟାରୀ ଓ ବ୍ଲଡ୍ ବ୍ୟାଙ୍କରେ ଥିବା ବିଭିନ୍ନ ଅବ୍ୟବସ୍ଥା । ଅନ୍ୟପଟେ ଆଡମିଟ୍ ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ମେଡିକାଲର ସମସ୍ୟା ସମ୍ପର୍କରେ ଟିମକୁ ଜଣାଇଥିଲେ । ଏଥିସହ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନେ ମଧ୍ୟ ନିଜ ସମସ୍ୟା ବିଷୟରେ ଜଣାଇଥିଲେ । ତେବେ ତଦାରଖ ପରେ ଖୁବଶିଘ୍ର ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ କହିଛନ୍ତି ।

ଏହି ଗସ୍ତରେ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ରୋଡ ଏସ୍.ଡି.ପି.ଓ ଚିନ୍ମୟ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ପ୍ରମୁଖ ସାମିଲ ଥିଲେ । ତେବେ ଦେଖିବାକୁ ବାକି ରହିଲା ଯେଉଁ ସବୁ ସମସ୍ୟା ବିଷୟରେ ଟିମ ଜାଣିଲେ ତାହାର ସମାଧାନ କେବେ ହେଉଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug – 5t Raid on Hospital
Format – PKG
Reporter – Gyanaranjan ojha
Place - Jajpur
Date - 29.11.2019
Anchor –ଯାଜପୁର ରୋଡ କ୍ଷେତ୍ରିୟ ଚିକିତ୍ସାଳୟରେ ଆଜି ଜିଲ୍ଲା ପ୍ରଶାସନର ଅଚାନକ ଚଢାଉ । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକାରିତା ନେଇ ଏହି ଚଢାଉ କରାଯାଇଛି । ଚିକିତ୍ସାଳୟରେ କିପରି ଚାଲିଛି ସ୍ୱାସ୍ଥ୍ୟ ସେବା, ସେ ସମ୍ପର୍କରେ ଏହି ଦଳ ତଦାରଖ କରିଛନ୍ତି । ବିଭିନ୍ନ ୱାର୍ଡ ବୁଲି ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଏହି ଚଢାଉ ଦଳରେ ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ସମେତ ୫ ଜଣ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।

Body:

Vo-1- – ଯାଜପୁର ଜିଲ୍ଲାର ଏକ ପ୍ରମୁଖ ଚିକିତ୍ସାଳୟ ହେଉଛି ଯାଜପୁର ରୋଡ କ୍ଷେତ୍ରୀୟ ଚିକିତ୍ସାଳୟ । କଳିଙ୍ଗନଗର ଶିଳ୍ପାଂଚଳ ସମେତ ବ୍ୟାସନଗର ପୌରାଂଚଳ, କୋରାଇ, ଦାନଗଦୀ ଓ ରସୁଲପୁର ଆଦି ୩ଟି ବ୍ଲକ ଏବଂ କେନ୍ଦୁଝର ଓ ଭଦ୍ରଖ ଜିଲ୍ଲାର କିଛି ଅଂଚଳ ଏହା ଉପରେ ନିର୍ଭର କରନ୍ତି । ମାତ୍ର ଏଠାରେ ରହିଛି ଅନେକ ସମସ୍ୟା । ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ସଠିକ ସ୍ୱାସ୍ଥ୍ୟସେବା ପାଉ ନଥିବା ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହୁଏ । ଏସବୁର ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଅନେକଥର ଦାବୀ ମଧ୍ୟ କରାଯାଇଛି । ହେଲେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକାରୀ ହେବା ପରେ ଆଜି ଜିଲ୍ଳା ପ୍ରଶାସନର ଏକ ଦଳ ଏହି ଚିକିତ୍ସାଳୟରେ ଅଚାନକ ଚଢାଉ କରିଛନ୍ତି । ଚିକିତ୍ସାଳୟରେ କିପରି ଚାଲିଛି ସ୍ୱାସ୍ଥ୍ୟ ସେବା, ସେ ସମ୍ପର୍କରେ ଏହି ଦଳ ତଦାରଖ କରିଛନ୍ତି । ବିଭିନ୍ନ ୱାର୍ଡ ବୁଲି ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଏହି ଚଢାଉ ଦଳରେ ଭାରପ୍ରାପ୍ତ ଜିଲ୍ଲାପାଳ ମିହୀର ପ୍ରସାଦ ମହାନ୍ତି, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ରୋଡ ଏସ୍.ଡି.ପି.ଓ ଚିନ୍ମୟ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ପ୍ରମୁଖ ସାମିଲ ଥିଲେ ।
Bite-1-ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ
Bite-2-ଶୁଲି ପ୍ରଧାନ,ରୋଗୀ
Vo2 – ଏହି ଦଳ ଚିକିତ୍ସାଳୟରେ ଥିବା ଲାବରୋଟୋରୀ, କ୍ସ-ରେ ମେସିନ୍ ଓ ଅନ୍ୟାନ୍ୟ ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଯାଂଚ କରିବା ସହ େଓøଷଧ ବିତରଣ କେନ୍ଦ୍ରରେ ରୋଗୀଙ୍କୁ ମାଗଣା େଓøଷଧ ବିଳୁଛିକି ନାହିଁ ତାହା ପରଖିଥିଲେ । ବିଶେଷ କରି ଲାବରୋଟୋରୀ ଓ ବ୍ଲଡ୍ ବ୍ୟାଙ୍କରେ ଥିବା ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ଅନ୍ୟପଟେ ଆଡମିଟ୍ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ମେଡିକାଲର ସମସ୍ୟା ସମ୍ପର୍କରେ ଏହି ଟିମ୍ କୁ ଜଣାଇଥିଲେ । ଏଥିସହ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନେ ମଧ୍ୟ ନିଜ ସମସ୍ୟା ଶୁଣାଇଥିଲେ । ତେବେ ତଦାରଖ କରିବା ପରେ ଯଥାଶ୍ରିଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ କହିଛନ୍ତି ।
Bite-3-ଗୌରୀ ସାହୁ, ରୋଗୀଙ୍କ ସମ୍ପର୍କୀୟ
Bite--4-ବର୍ଷା ମୁଖୀ, ଡାକ୍ତର ଖାନା ସୁଇପର
Bite-5-ମିହିର ପ୍ରସାଦ ମହାନ୍ତି, ଭାରପ୍ରାପ୍ତ ଜିଲ୍ଲାପାଳ

Conclusion:
fvo – ଜିଲ୍ଲା ପ୍ରଶାସନର ଏହି ଟିମ୍ ଯାଜପୁର ରୋଡ କ୍ଷେତ୍ରୀୟ ଚିକିତ୍ସାଳୟରେ ତଦାରଖ କରିବା ପରେ ସ୍ଥାନୀୟ ରମ୍ପାସ ଠାରେ ଥିବା ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ହୋମ୍ ପରିଦର୍ଶର୍ନରେ ଯାଇ ପିଲା ମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟପେୟ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ

Last Updated : Nov 30, 2019, 1:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.