ETV Bharat / state

ଯାଜପୁରରୁ ୫ ଫୁଟର ନାଗସାପ ଉଦ୍ଧାର - ନାଗସାପ ଉଦ୍ଧାର ଯାଜପୁର

ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରୁ ନାଗସାପ ଉଦ୍ଧାର । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଥିବା ସୂଚନା । ଅଧିକ ପଢନ୍ତୁ...

ଯାଜପୁରରୁ ୫ ଫୁଟର ନାଗସାପ ଉଦ୍ଧାର
ଯାଜପୁରରୁ ୫ ଫୁଟର ନାଗସାପ ଉଦ୍ଧାର
author img

By

Published : Mar 3, 2021, 4:59 PM IST

Updated : Mar 3, 2021, 5:19 PM IST

ଯାଜପୁର: ଜିଲ୍ଲା ସ୍ଥିତ ବ୍ୟାସନଗରରୁ ନାଗସାପ ଉଦ୍ଧାର । ସ୍ନେକ ହେଲ୍ପଲାଇନ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ସାପର ଲମ୍ବ 5 ଫୁଟ ହୋଇଥିବା ସୂଚନା ।

ଯାଜପୁରରୁ ୫ ଫୁଟର ନାଗସାପ ଉଦ୍ଧାରଯାଜପୁରରୁ ୫ ଫୁଟର ନାଗସାପ ଉଦ୍ଧାର

ତେବେ ମଙ୍ଗଳବାର ରାତିରେ ଅତ୍ୟଧିକ ଗରମ ହେବାରୁ ବ୍ୟାସନଗର ଝାଟିଆସାହି ଗାଁର ପ୍ରଭାତ ସାମଲ ଏବଂ ତାଙ୍କ ପରିବାର ଲୋକେ ବାହାରେ ବସିଥିଲେ । ଏହି ସମୟରେ ତାଙ୍କ ଘର ସାମ୍ନାରେ ଥିବା ଚଉଁରା ନିକଟରେ ସାପଟିଏ ଥିବା ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ଲୋକେ ଯେତେ ଚେଷ୍ଟା କଲେବି ସାପକୁ ଧରିବା ପାଇଁ ସକ୍ଷମ ନହେବାରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଖବର ଦେଇଥିଲେ ।

ଖବର ପାଇ ମଣିଭଦ୍ର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପରେ ଉଦ୍ଧାର ସାପଟି ୫ଫୁଟର ଏକ ନାଗସାପ ବୋଲି ଜଣାପଡିଛି । ଅନ୍ୟପଟେ ଉଦ୍ଧାର ସାପକୁ ବନବିଭାଗକୁ ହସ୍ତାନ୍ତର କାଯାଇଥିବା ଜଣା ପଡ଼ିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 3, 2021, 5:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.