ETV Bharat / state

2.5ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଯାଜପୁର ରୋଡ ପୋଲିସ ଦ୍ବାରା 2.5ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଗିରଫ। ଅଧିକ ଖବର ପଢନ୍ତୁ...

brown sugar seized
2.5ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
author img

By

Published : Jan 18, 2020, 12:41 PM IST

ଯାଜପୁର: ଦିନକୁ ଦିନ ବଢିବାରେ ଲାଗିଛି ନିଶାକାରବାର । ଆଜି ଯାଜପୁର ରୋଡ ପୋଲିସ ଦ୍ବାରା 2.5ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଗିରଫ। ଗିରଫ୍ ଅଭିଯୁକ୍ତ ସ୍ଥାନୀୟ ସାପଗାଡିଆ ଅଞ୍ଚଳର ଅଜୁ ଓରଫ୍ ପ୍ରକାଶ ଦାସ ବୋଲି ବୋଲି ଜଣାପଡିଛି।

2.5ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ସୂଚନା ଅନୁସାରେ, ପୋଲିସ୍ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବସଷ୍ଟାଣ୍ଡ ଅଞ୍ଚଳରେ ଚଢାଉ କରିଥିଲା। ଏହି ସମୟରେ ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଯୁବକ ଅଜୁକୁ ସେଠାରୁ ଗିରଫ୍ କରିବାକୁ ସକ୍ଷମ ହୋଇଥିଲା।

ଏହି କାରବାରରେ କୌଣସି ର୍ୟାକେଟ କାମ କରୁଥିବା ପୋଲିସ୍ ସନ୍ଦେହ କରିଛି । ତେବେ ଅଜୁର ବୟାନକୁ ଆଧାର କରି ଏହି ବ୍ରାଉନସୁଗାର କାରବାରର ର୍ୟାକେଟକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ପୋଲିସ କହିଛି । ତେବେ ତଦନ୍ତ ପ୍ରକ୍ରିୟାରେ ବାଧକ ନପହଞ୍ଚାଇବାକୁ ପୋଲିସ୍ କ୍ୟାମେରା ଆଗରେ କୌଣସି ତଥ୍ୟ ଦେବାକୁ ମନା କରିଥିଲା।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Intro:slug-brownsugar_seized
format-avo
reporter-Gyanaranjan ojha
place-jajpur
date-18.01.20
anchor---ଯାଜପୁର ରୋଡ ପୋଲିସ୍ ଦ୍ବାରା 2.5ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ । ଜଣେ ଅଭିଯୁକ୍ତ ଗିରଫ୍ । ଗିରଫ୍ ଅଭିଯୁକ୍ତ ସ୍ଥାନୀୟ ସାପଗାଡିଆ ଅଞ୍ଚଳର ଅଜୁ ଓରଫ୍ ପ୍ରକାଶ ଦାସ ବୋଲି ବୋଲି ଜଣାପଡିଛି । ପୋଲିସ୍ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବସଷ୍ଟାଣ୍ଡ ଅଞ୍ଚଳରେ ଚଢାଉ କରି ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଯୁବକ ଅଜୁକୁ ସେଠାରୁ ଗିରଫ୍ କରିବାକୁ ସକ୍ଷମ ହୋଇଥିଲା । ଏହି କାରବାରରେ କୌଣସି ର୍ୟାକେଟ କାମ କରୁଥିବା ପୋଲିସ୍ ସନ୍ଦେହ କରିଛି । ତେବେ ଅଜୁକୁ ଆଧାର କରି ଏହି ବ୍ରାଉନସୁଗାର କାରବାରର ର୍ୟାକେଟକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିବା କହିଛି । ତେବେ ତଦନ୍ତ ପ୍ରକ୍ରିୟାରେ ବାଧକ ନ ପହଞ୍ଚାଇବାକୁ ପୋଲିସ୍ କ୍ୟାମେରା ଆଗରେ କୌଣସି ତଥ୍ୟ ଦେବାକୁ ମନା କରିଥିଲା ।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.