ETV Bharat / state

ଝାରସୁଗୁଡାକୁ 26 ବର୍ଷ: ‘ଦୁଲଦୁଲି’ରେ ଦୁଲୁକିବ ଜିଲ୍ଲା - ଝାରସୁଗୁଡାର 26 ତମ ପ୍ରତିଷ୍ଠା ଦିବସ

ଝାରସୁଗୁଡ଼ା ପ୍ରତିଷ୍ଠାକୁ 26 ବର୍ଷ । ଏହି ଅବସରରେ ଆସନ୍ତାକାଲି ଉଦଘାଟିତ ହେବ ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’ । ଅଧିକ ପଢ଼ନ୍ତୁ

zilla mahotsav dulduli, Dulduli program,  dulduli inauguration tomorrow, 26th foundation day of jharsuda, ଝାରସୁଗୁଡାର 26 ତମ ପ୍ରତିଷ୍ଠା ଦିବସ, ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି
‘ଦୁଲଦୁଲି’ରେ ଦୁଲୁକିବ ଜିଲ୍ଲା
author img

By

Published : Dec 31, 2019, 11:40 PM IST

ଝାରସୁଗୁଡ଼ା: ଜାନୁଆରୀ ପହିଲାରୁ ଝାରସୁଗୁଡା ଜିଲ୍ଲା ପ୍ରତିଷ୍ଠାକୁ ପୂରଣ ହେବ 26 ବର୍ଷ । ସେଥିପାଇଁ ଚଳିତବର୍ଷ ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’ ଧୁମଧାମରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମନମୋହନ ସ୍କୁଲ ପଡ଼ିଆରେ 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି ବୁଧବାର ଜାନୁଆରୀ 1 ତାରିଖରେ ଉଦଘାଟିତ ହେବ।

‘ଦୁଲଦୁଲି’ରେ ଦୁଲୁକିବ ଜିଲ୍ଲା

ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବେ । ଜାନୁଆରୀ 1ରୁ ଜିଲ୍ଲା ମହୋତ୍ସବ ଆରମ୍ଭ ହେଉଥିବା ବେଳେ ଏହା ପାଞ୍ଚ ଦିନ ବ୍ୟାପି ଚାଲିବ । ମହୋତ୍ସବରେ ପଲ୍ଲୀଶ୍ରୀ ମେଳା, ହସ୍ତତନ୍ତ, ହସ୍ତକଳା, କୁଟୀର ଶିଳ୍ପ, ଟେରାକୋଟା ପ୍ରଦର୍ଶନୀ ପାଇଁ 300 ଷ୍ଟଲ ସହ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ସୂଚନା କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଜାନୁଆରୀ ପହିଲାରୁ ଝାରସୁଗୁଡା ଜିଲ୍ଲା ପ୍ରତିଷ୍ଠା କୁ 26 ବର୍ଷ ଚାଲିବ ।ସେଥିପାଇଁ ଚଳିତବର୍ଷ ଜିଲ୍ଲା ମହୋତ୍ସବ ଦୁଲଦୁଲି ଧୁମଧାମରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।ମନମୋହନ ସ୍କୁଲ ପଡ଼ିଆ 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି ବୁଧବାର ଉଦଘାଟିତ ହେବ ।ଏହି ମହୋତ୍ସବ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ସାଂସ୍କୃତିକ ଟିମ ଅଂଶ ଗ୍ରହଣ କରିବେ । ଜାନୁଆରୀ 1ରୁ ଜିଲ୍ଲା ମହୋତ୍ସବ ଆରମ୍ଭ ହେଉଥିବା ବେଳେ ଏହା ପାଞ୍ଚ ଦିନ ବ୍ୟାପି ଚାଲିବ । ଜିଲ୍ଲା ମହୋତ୍ସବ ଅବସରରେ ପଲିଶ୍ରୀ ମେଳା, ହସ୍ତତନ୍ତ, ହସ୍ତକଳା,କୁଟୀର ଶିଳ୍ପ, ଟେରାକୋଟା ପ୍ରଦର୍ଶନୀ ପାଇଁ 300 ଷ୍ଟଲ ସହ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ସୂଚନା କହିଛନ୍ତି ।
ବାଇଟ1:ତାପସ ରାୟ ଚୌଧୁରୀ,କୋର କମିଟି ସଦସ୍ୟ,ଦୁଲଦୁଲି ।Body:।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.