ETV Bharat / state

ଜଗତସିଂହପୁରରେ 19 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 726କୁ ବୃଦ୍ଧି - ଜଗତସିଂହପୁରରେ କୋରୋନା ସ୍ଥିତି

ଜିଲ୍ଲାରେ ମାଡି ଚାଲିଛି କୋରୋନା ସଂକ୍ରମଣ । ଏମିତିରେ ଶନିବାର ଜିଲ୍ଲାରେ 19 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସମସ୍ତ ଆକ୍ରାନ୍ତ ନିକଟରେ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଓ ପଶ୍ଟିମବଙ୍ଗରୁ ସଂକ୍ରମିତ ହୋଇ ଫେରିଥିବା ଜଣାପଡିଛି ।

jagatsinghpur latest news, corona update in jagatsinghpur, corona situation in jagatsinghpur, corona tackle in jagatsinghpur, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଜଗତସିଂହପୁର କୋରୋନା ଅପଡେଟ, ଜଗତସିଂହପୁରରେ କୋରୋନା ସ୍ଥିତି, ଜଗତସିଂହପୁରରେ କୋରୋନା ମୁକାବିଲା
ଜଗତସିଂହପୁରରେ 19 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 726କୁ ବୃଦ୍ଧି
author img

By

Published : Aug 1, 2020, 9:16 PM IST

Updated : Aug 1, 2020, 10:10 PM IST

ଜଗତସିଂହପୁର: ଜିଲ୍ଲାରେ ମାଡି ଚାଲିଛି କୋରୋନା ସଂକ୍ରମଣ । ଏମିତିରେ ଶନିବାର ଜିଲ୍ଲାରେ 19 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଗତସିଂହପୁର ସହରରୁ 8, ଏରସମାରୁ 4, ବାଲିକୁଦାରୁ 2, କୁଜଙ୍ଗରୁ ଜଣେ, ରଘୁନାଥପୁରରୁ ଜଣେ, ତିର୍ତ୍ତୋଲରୁ ଜଣେ, ନାଉଗାଁରୁ ଜଣେ ଓ ପାରାଦ୍ବୀପରୁ ଜଣେ ଚିହ୍ନଟ ହୋଇଛନ୍ତି । ଏସମସ୍ତ ଆକ୍ରାନ୍ତ ନିକଟରେ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଓ ପଶ୍ଟିମବଙ୍ଗରରୁ ସଂକ୍ରମିତ ହୋଇ ଫେରିଥିବା ଜଣାପଡିଛି ।

ଜଗତସିଂହପୁରରେ 19 ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 726କୁ ବୃଦ୍ଧି

ପ୍ରଶାସନର ସୂଚନା ଅନୁଯାୟୀ ପାରାଦ୍ବୀପରୁ ଜଣେ ମେଡିକାଲ ଲାବ୍ରୋଟୋରୀ ଟେକ୍ନିସିଆନ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ତେବେ ଏହାକୁ ନେଇ ଜିଲ୍ଲାରେ ଏଯାବତ୍‌ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 726କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ 576 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ସୁଦ୍ଧା 148 ଜଣ ସକ୍ରିୟ ଭାବେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣା ପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Aug 1, 2020, 10:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.