ପାରଦ୍ବୀପ: କେନ୍ଦ୍ର ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରାଳୟ ରାଷ୍ଟମନ୍ତ୍ରୀ ଶାନ୍ତନୁ ଠାକୁର ରବିବାର ପାରାଦ୍ୱୀପରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ପାରାଦ୍ୱୀପରେ ପହଞ୍ଚିବା ପରେ ବନ୍ଦର ଅଧ୍ୟକ୍ଷ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ତାଙ୍କୁ ପାରାଦ୍ୱୀପ ବନ୍ଦର ପକ୍ଷରୁ ତାଙ୍କୁ ଗାଡ଼ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ସନ୍ଧ୍ୟାରେ ବିଶ୍ୱ ପରିବେଶ ଦିବସ ଅବସରରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଆଜି କେନ୍ଦ୍ର ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ କୁଜଙ୍ଗ ବ୍ଲକ ରାହାମା ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି ।
ପାରାଦ୍ୱୀପରେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର - କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ପାରାଦ୍ୱୀପ ଗସ୍ତ
ପରିବହନ ଓ ଜଳପଥ ମନ୍ତ୍ରାଳୟ ରାଷ୍ଟମନ୍ତ୍ରୀ ଶାନ୍ତନୁ ଠାକୁର ରବିବାର ପାରାଦ୍ୱୀପରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ