ETV Bharat / state

ଇଫକୋ ଫାଟକ ସମ୍ମୁଖରେ ଟ୍ରକ ମାଲିକ ସଂଘର ଧାରଣା

author img

By

Published : May 28, 2022, 10:40 PM IST

ଟ୍ରକ ଯୋଗେ ଇଫକୋରୁ ସାର ପରିବହନକୁ ବନ୍ଦ କରିଛି ପାରାଦୀପ ଟ୍ରକ ମାଲିକ ସଂଘ । ଟ୍ରକ ମାଲିକ ସଂଘ ଅଭିଯୋଗ କରିଛି ଯେ, ଇଫକୋ ପକ୍ଷରୁ ଟ୍ରକ ଯୋଗେ ଯେତିକି ପରିବହନ କରାଯିବା କଥା ତାହା କରାଯାଉନି । ଅଧିକ ପଢନ୍ତୁ

ଇଫକୋ ଫାଟକ ସମ୍ମୁଖରେ ଟ୍ରକ ମାଲିକ ସଂଘର ଧାରଣା
ଇଫକୋ ଫାଟକ ସମ୍ମୁଖରେ ଟ୍ରକ ମାଲିକ ସଂଘର ଧାରଣା

ପାରାଦୀପ: ଟ୍ରକ ଯୋଗେ ଇଫକୋରୁ ସାର ପରିବହନକୁ ବନ୍ଦ କରିଛି ଟ୍ରକ ମାଲିକ ସଂଘ । ଏହାକୁ ନେଇ ଇଫକୋ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ଟ୍ରକ ମାଲିକ ସଂଘ ଅଭିଯୋଗ କରିଛି ଯେ, ଇଫକୋ ପକ୍ଷରୁ ଟ୍ରକ ଯୋଗେ ଯେତିକି ପରିବହନ କରାଯିବା କଥା ତାହା କରାଯାଉନି ।

ଫଳରେ ଟ୍ରକ ମାଲିକମାନେ ପ୍ରଚୁର କ୍ଷତି ସହୁଥିବାବେଳେ ଏଥିରେ କାର୍ଯ୍ୟରତ ଶ୍ରମିକ ମାନେ ଜୀବିକା ହରାଇଛନ୍ତି । ଟ୍ରକ ଯୋଗେ ପରିବହନ କରାଯିବାକୁ ଜେସିସି ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି କରାଯିବା ପରେ ବି କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବା ପ୍ରତିବାଦରେ ଧାରଣା ଦିଆଯାଇଥିଲା । ପରେ କମ୍ପାନୀ କର୍ତ୍ତୃପକ୍ଷ ଟ୍ରକ ମାଲିକ ସଂଘ ସହ ଆଲୋଚନା କରିଥିବା ଖବର ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.