ETV Bharat / state

ଟ୍ରକ ଧକ୍କାରେ ମାଟ୍ରିକ ପରକ୍ଷାର୍ଥୀ ମୃତ

author img

By

Published : Mar 1, 2020, 4:38 AM IST

ପାରାଦୀପ ରାସ୍ତା ଅତିକ୍ରମ କରୁଥିବାବେଳେ ନାବାଳକକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ । ଅଧିକ ପଢନ୍ତୁ...

truck-accident-in-paradeep-1-student-death
ପାରାଦୀପ : ଟ୍ରକ ଧକ୍କାରେ ନାବାଳକ ମୃତ

ଜଗତସିଂହପୁର: ଟ୍ରକ ଧକ୍କାରେ ନାବାଳକଙ୍କ ମୃତ୍ୟୁ । ଜଗତସିଂହପୁର ଜିଲ୍ଲା ପାରାଦୀପ ଲକ ଥାନା ସମ୍ମୁଖରେ ଶନିବାର ପୂର୍ବାହ୍ନରେ ରାସ୍ତା ଅତିକ୍ରମ କରି ଯାଉଥିବାବେଳେ ନାବାଳକକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଛି ।

ପାରାଦୀପରେ ଟ୍ରକ ଧକ୍କାରେ ମାଟ୍ରିକ ପରକ୍ଷାର୍ଥୀ ମୃତ

ସୂଚନା ଥାଉକି ଜଗନ୍ନାଥ ମଲ୍ଲିକ (15) ନିଜ ମଉସା ଘର ପାରାଦୀପଗଡ଼ର ପାଣ୍ଡବ ମଲ୍ଲିକଙ୍କ ଘରକୁ ଆସିଥିଲା। କୌଣସି କାମରେ ଚଣ୍ଡିଖୋଲ ପାରାଦୀପ ରାସ୍ତା ଜତୀୟ ରାଜପଥ ୫ (କ) ଅତିକ୍ରମ କରିବା ସମୟରେ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଯୋଗୁଁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏରସମା ଥାନା ଅନ୍ତର୍ଗତ କୋଠି ଗ୍ରାମର ପୁନା ମଲ୍ଲିକଙ୍କ ପୁଅ ଜଗନ୍ନାଥ ମଲ୍ଲିକ ବୋଲି ଜଣାପଡିଛି । ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.