ଜଗତସିଂହପୁର: ଜିଲ୍ଲାରେ କୋରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ସମସ୍ତ ପଞ୍ଚାୟତ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଗ୍ରାମାଞ୍ଚଳରେ ବିବାହ, ବ୍ରତ, ସଭା ସମିତି ଓ ସାମୁହିକ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ସରପଞ୍ଚମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଅନ୍ୟପଟେ ଜିଲ୍ଲା ପୌର ପ୍ରଶାସନ ପକ୍ଷରୁ ଶନିବାରଠାରୁ ସହରର ସମସ୍ତ ଜଳଖିଆ ଦୋକାନ, ଫାଷ୍ଟ ଫୁଡ଼, ପାନ ଦୋକାନ ଚାହା ଷ୍ଟଲ ଓ ସେଲୁନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦେବାକୁ ନିଷ୍ପତି ନିଆଯାଇଛି ।
କୋରୋନା ପାଇଁ କାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ବଜାର - କୋରୋନା ସତର୍କତା
ଜଗତସିଂହପୁର ଜିଲ୍ଲାରେ କୋରୋନାକୁ ନେଇ ସମସ୍ତ ପଞ୍ଚାୟତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲା ପ୍ରଶାସନ । ନିହାତି ଦରକାର ପଡ଼ିଲେ ବାହାରକୁ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରି କୋରୋନା ପାଇଁ ସତର୍କ ରହିବାକୁ କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କରୋନା ପାଇଁ କାଲିଠୁ ଅନିର୍ଦ୍ଧିଷ୍ଠକାଳ ପାଇଁ ବନ୍ଦ ରହିବ ବଜାର