ETV Bharat / state

ଦୁର୍ଦ୍ଦାନ୍ତ ଡକାୟତ ଗ୍ୟାଙ୍ଗ ଗିରଫ, ତଦନ୍ତ ଜାରି - ଡକାୟତି ଗ୍ୟାଙ୍ଗ

ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । 5 ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ...

ଡକାୟତି ଗ୍ୟାଙ୍ଗ ଗିରଫ; ପୋଲିସର ତନାଘନା
ଡକାୟତି ଗ୍ୟାଙ୍ଗ ଗିରଫ; ପୋଲିସର ତନାଘନା
author img

By

Published : Sep 12, 2021, 12:11 PM IST

ପାରାଦୀପ: ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । 5 ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ଏ-ହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, ଗତ 5 ତାରିଖ ଦିନ ଲକ ଥାନା ଅନ୍ତର୍ଗତ ଫୁଲବେଲାରୀ ଗାଁର ଓମ ପ୍ରକାଶ ଦାସ ଓ ତାଙ୍କ ମା ଦିନରେ ଖାଇ ବସିଥିଲେ ।

ଡକାୟତି ଗ୍ୟାଙ୍ଗ ଗିରଫ; ପୋଲିସର ତନାଘନା

ସେହି ସମୟରେ ଡକାୟତ ଦଳ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି ଜୋର ଜବରଦସ୍ତ ଘରେ ପଶିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଘରର ଆଲମାରୀ ଚାବି ମାଗିଥିଲେ। ଓମ ପ୍ରକାଶ ଏହାର ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ସେ ପାଟି କରିବାରୁ ଡକାୟତମାନେ ଦୌଡ଼ି ପଳାଇଥିଲେ। ଏହାକୁ ନେଇ ଲକ ଥାନାରେ ଅଭିଯୋଗ ହୋଇଥିଲା। ଲକ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 5ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.