ETV Bharat / state

ଜଗତସିଂହପୁରରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା, ଅସନ୍ତୋଷ ଉଠା ଦୋକାନୀ - municipality start eviction in jagatsinghpur

ଜଗତସିଂହପୁର ସହରରେ ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ଉଠାଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ । ଅଧିକ ପଢନ୍ତୁ....

municipality start eviction in jagatsinghpur
ଜଗତସିଂହପୁରରେଉ ଚ୍ଛେଦ ପ୍ରକ୍ରିୟା ଆରମ୍ଭ
author img

By

Published : Feb 18, 2020, 11:38 PM IST

ଜଗତସିଂହପୁର: ଜଗତସିଂହପୁର ସହରରେ ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ପୌର ପ୍ରଶାସନ ଜିଲ୍ଲା ସଂସ୍କୃତି ଭବନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ 20 ରୁ ଅଧିକ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଛି । ସହରର ଥାନା ଛକ ଠାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀଙ୍କୁ ଦୁଇ ଦିନ ଭିତରେ ନିଜ ଦୋକାନକୁ ଉଠାଇ ଦେବାକୁ ନୋଟିସ ଜାରି କରିଛି ପୌର ପ୍ରଶାସନ ।

ଜଗତସିଂହପୁରରେଉ ଚ୍ଛେଦ ପ୍ରକ୍ରିୟା ଆରମ୍ଭ

ତେବେ କୋର୍ଟ ଛକ ନିକଟ ଭେଣ୍ଡିଂ ଜୋନରେ ଉଠା ଦୋକାନୀଙ୍କୁ ଥଇଥାନ ନ କରାଯାଇ ଉଚ୍ଛେଦ କରାଯାଉ ଥିବାରୁ ଉଠାଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.