ETV Bharat / state

ଏରସମା ପୋଲିସ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା

ଏରସମା ପୋଲିସ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା। ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା । ଅଧିକ ପଢନ୍ତୁ....

molestation complaint against arasama police
ଏରସମା ପୋଲିସ ନାଁ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା
author img

By

Published : Mar 17, 2021, 10:35 PM IST

ଜଗତସିଂହପୁର: ଏରସମା ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣି ଧାରଣାରେ ବସିଲେ ଦଳିତ ମହିଳା । ଏନେଇ ମହିଳା ଜଣକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଏରସମା ଅଞ୍ଚଳର ଜଣେ ଦଳିତ ମହିଳା ଜମିବାଡ଼ି ବିବାଦକୁ ନେଇ ଏରସମା ଥାନର ଦ୍ବାରସ୍ଥ ହୋଇଥିଲେ। ଏହାକୁ ନେଇ ମାମଲା ରୁଜୁ ହୋଇଥିଲା।

ଏରସମା ପୋଲିସ ନାଁ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା

ଏହାର ତଦନ୍ତ ଭାର ସେହି ଥାନର ଏସଆଇ ଦୀପ୍ତିମୟ ବିଶ୍ବାଳଙ୍କୁ ଦିଆଯାଇଥିଲା। ତେବେ ଏହି ଘଟଣାରେ ମହିଳା ଜଣକ ଥାନକୁ ଯାଇଥିବା ସମୟରେ ଏସଆଇଜଣଙ୍କ ତାଙ୍କୁ ଜାତିଆଣା ମନ୍ତବ୍ୟ ଦେବା ସହିତ ଅଶ୍ଲିଳ ଇଙ୍ଗିତ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.