ETV Bharat / state

କୁରାନ ମନ୍ତ୍ୟବକୁ ବିରୋଧ କରି ମୁସଲମାନ ସଙ୍ଗଠନର ସ୍ମାରକପତ୍ର

author img

By

Published : Mar 21, 2021, 9:12 AM IST

Updated : Mar 21, 2021, 9:55 AM IST

ପବିତ୍ର କୁରାନ ପାକ -୨୬ ଆୟତକୁ ମୁସଲିମ ଯୁବକମାନଙ୍କ ମଧ୍ୟରେ ଆତଙ୍କବାଦ ଓ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ମୁସଲମାନ ସଙ୍ଗଠନର ସ୍ମାରକପତ୍ର ।

କୋରାନ ମନ୍ତ୍ୟବକୁ ମୁସଲମାନ ସଂଙ୍ଗଠନର ବିରୋଧ
କୋରାନ ମନ୍ତ୍ୟବକୁ ମୁସଲମାନ ସଂଙ୍ଗଠନର ବିରୋଧ

ଜଗତସିଂହପୁର: ମୁସଲିମ ଧର୍ମଗ୍ରନ୍ଥ କୁରାନକୁ ନେଇ ଦେଇଥିବା ବିବାଦୀୟ ମନ୍ତ୍ୟବକୁ ମୁସଲମାନ ସଙ୍ଗଠନର ବିରୋଧ । "କୁରାନ ପାକ-୨୬ ଆୟତ" ହଟାଇବା ପାଇଁ ସିଆ ଓ୍ବାକବ ବୋର୍ଡର ପୂର୍ବତନ ମୁଖ୍ୟ ଓ୍ବାସିମ ରିଜିଓ୍ବିଙ୍କ ଦ୍ଵାରା ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ଗୁଜବକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସିଆ ଓ ଶୁନି ସମ୍ପ୍ରଦାୟର ମୁସଲମାନ ଭାଇଭଉଣୀ।

କୋରୋନା ମନ୍ତ୍ୟବକୁ ମୁସଲମାନ ସଂଙ୍ଗଠନର ବିରୋଧ

ଏହାକୁ ବିରୋଧ କରି ପାରାଦୀପ ଆଜାଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏକ ରାଲି କରାଯିବା ସହିତ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରିଓ୍ବିଜ ତାଙ୍କ ଆବେଦନରେ ପବିତ୍ର କୁରାନ ପାକ -୨୬ ଆୟତକୁ ମୁସଲିମ ଯୁବକମାନଙ୍କ ମଧ୍ୟରେ ଆତଙ୍କବାଦ ଓ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ଏହାକୁ ହଟାଇବାକୁ ନିବେଦନ କରିଛନ୍ତି।

ଯାହା ସାରା ଭାରତବର୍ଷର ମୁସଲମାନ ଭାଇଭଉଣୀଙ୍କୁ ଏକ ଶକ୍ତ ଧକ୍କା ଦେଇଛି। ତେଣୁ ରିଓ୍ବିଜଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Mar 21, 2021, 9:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.