ETV Bharat / state

ଖୋଲୁନି ଧାନମଣ୍ଡି; ପ୍ରଶାସନ ଚୁପ୍ - ଧାନମଣ୍ଡି ଖୋଲିବାକୁ ନେଇ ସମସ୍ୟା

ଜଗତସିଂହପୁର ଜିଲ୍ଲାରେ ଧାନମଣ୍ଡି ଖୋଲିବାକୁ ନେଇ ସମସ୍ୟା ଦେଖା ଦେଇଛି। 1 ମାସ ବିତିଯାଇଥିଲେ ମଧ୍ୟ 71 ଟି ମଣ୍ଡିରୁ ଗୋଟିଏ ବି ମଣ୍ଡି ଖୋଲିନାହିଁ । ଜାଣନ୍ତୁ ପୁରା ଖବର...

ଖୋଲୁନି ଧାନମଣ୍ଡି; ପ୍ରଶାସନ ଚୁପ୍
ଖୋଲୁନି ଧାନମଣ୍ଡି; ପ୍ରଶାସନ ଚୁପ୍
author img

By

Published : Jan 8, 2020, 9:24 PM IST

ଜଗତସିଂହପୁର: ଜିଲ୍ଲାରେ ଧାନମଣ୍ଡି ଖୋଲିବାକୁ ନେଇ ସମସ୍ୟା ଦେଖା ଦେଇଛି। ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲାର ନିୟନ୍ତ୍ରିତ ବଜାର କମିଟି ଜରିଆରେ 8 ଟି ବ୍ଲକର 71 ଟି ସ୍ଥାନରେ ଧାନମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯିବାକୁ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଖୋଲୁନି ଧାନମଣ୍ଡି; ପ୍ରଶାସନ ଚୁପ୍

ତେବେ ଗତ ଡିସେମ୍ବର 13 ତାରିଖ ପୂର୍ବରୁ ଜିଲ୍ଲାର ସବୁ ବ୍ଲକରେ ମଣ୍ଡି ଖୋଲି ଦିଆଯିବ ଓ ପଞ୍ଜିକୃତ ଚାଷୀ ସେମାନଙ୍କ ଧାନ ମଣ୍ଡି ଜରିଆରେ ବିକ୍ରି କରିପାରିବେ ବୋଲି ପ୍ରଶାସନ ବାହାସ୍ଫୋଟ ମାରିଥିଲା।

କିନ୍ତୁ ଏହା ମଧ୍ୟରେ 1 ମାସ ବିତିଯାଇଥିଲେ ମଧ୍ୟ 71 ଟି ମଣ୍ଡିରୁ ଗୋଟିଏ ବି ମଣ୍ଡି ଖୋଲିନାହିଁ । ଏସମ୍ପର୍କ ରେ ଯୋଗାଣ ବିଭାଗ ଅଧିକାରୀ ମୁହଁ ଖୋଲୁନଥିବା ବେଳେ ଉପଜିଲ୍ଲାପାଳ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ସୂଚନା ଦେଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାରେ ଧାନମଣ୍ଡି ଖୋଲିବାକୁ ନେଇ ସମସ୍ୟା ଦେଖା ଦେଇଛି।ଜିଲା ଯୋଗାଣ ବିଭାଗ ଓ ଜଗତସିଂହପୁର ନିଅନ୍ତ୍ରିତ ବଜାର କମିଟି ଜରିଆରେ ଜିଲାର 8 ଟି ବ୍ଲକ ର 71 ଟି ସ୍ଥାନ ରେ ଧାନମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯିବାକୁ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ତେବେ ଗତ ଡିସେମ୍ବର 13 ତାରିଖ ପୂର୍ବରୁ ଜିଲାର ସବୁ ବ୍ଲକ ରେ ମଣ୍ଡି ଖୋଲି ଦିଆଯିବ ଓ ପଞ୍ଜିକୃତ ଚାଷୀ ସେମାନଙ୍କ ଧାନ ମଣ୍ଡି ଜରିଆରେ ବିକ୍ରି କରିପାରିବେ ବୋଲି ପ୍ରଶାସନ ବାହାସ୍ପଟ ମାରିଥିଲା।କିନ୍ତୁ ଏହା ମଧ୍ୟରେ 1 ମାସ ବିତିଯାଇଥିଲେ ମଧ୍ୟ 71 ଟି ମଣ୍ଡି ରୁ ଗୋଟିଏ ବି ମଣ୍ଡି ଖୋଲାଯାଇ ପାରିନାହିଁ।ଏସମ୍ପର୍କ ରେ ଯୋଗାଣ ବିଭାଗ ଅଧିକାରୀ ମୁଁହ ଖୋଳୁନଥିବା ବେଳେ ଉପଜିଲ୍ଲାପାଳ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କ୍ୟାମେରା ବାହାରେ ସୂଚନା ଦେଇଛନ୍ତି।

Body:formant avo

Conclusion:report susanta patra
jagatdinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.