ETV Bharat / state

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ରାସ୍ତାରୋକ

author img

By

Published : Mar 14, 2022, 5:08 PM IST

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତରେ ଯୁବତୀଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର-ନାଉଗାଁ ରାସ୍ତା ଅବରୋଧ କରାଯାଇଛି । ଏହାସହ ମୃତଦେହକୁ ରଖି ଉତ୍ୟକ୍ତ ଲୋକେ ପୋଡାଜଳା କରିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଜଗତସିଂହପୁର ଏସଡିପିଓଙ୍କ ସହ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି ।

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ରାସ୍ତାରୋକ
ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ରାସ୍ତାରୋକ

ଜଗତସିଂହପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତରେ ଯୁବତୀଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର-ନାଉଗାଁ ରାସ୍ତା ଅବରୋଧ କରାଯାଇଛି । ଏହାସହ ମୃତଦେହକୁ ରଖି ଉତ୍ୟକ୍ତ ଲୋକେ ପୋଡାଜଳା କରିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଜଗତସିଂହପୁର ଏସଡିପିଓଙ୍କ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ ଫେବୃଆରୀ 17 ତାରିଖରେ ଗାଁ ଲୋକେ ଭୋଜି କରୁଥିବା ସମୟରେ ପୋଲିସ ପହଞ୍ଚି ବାରଣ କରିଥିଲା । ଏହାକୁ ଗ୍ରାମବାସୀ ମାନେ ବିରୋଧ କରିବାରୁ ଉଭୟ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଉତ୍ୟକ୍ତ ଲୋକେ ପୋଲିସ ଗାଡି ଭଙ୍ଗାରୁଜା କରିବା ସହ ପୋଲିସକୁ ମାଡ଼ ମାରିଥିଲେ ।

ଯାହାକୁ ନେଇ ପୋଲିସ ଏକାଧିକ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ରାତି ଅଧିଆ ପୋଲିସ ଗାଁରେ ପଶି ଗ୍ରାମବାସୀଙ୍କୁ ଧମକ ଦେବା ସହ କବାଟ ବାଡେଇ ଭୟଭୀତ କରୁଥିବା ବେଳେ ଭୟଭୀତ ହୋଇ ସେହି ଗାଁ ଜଣେ ଯୁବତୀ ଆତ୍ମହତ୍ୟା କରି ଦେଇଥିବା ଜଣାପଡିଛି । ଆଜି(ସୋମବାର) ସକାଳେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଶହ ଶହ ଗ୍ରାମବାସୀମାନେ ସିଙ୍ଗପୁର ନିକଟରେ ରାସ୍ତା ଅବରୋଧ କରିବା ସହ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.