ETV Bharat / state

ନାଉଗାଁ ପୋଲିସ ଷ୍ଟେସନରେ ନାହାନ୍ତି ଅଫିସର - ନାଉଗାଁ ଥାନାରେ ଖାଲି ପଡିଛି ପୋଲିସ ଅଫିସର ପଦବୀ

ଜଗତସିଂହପୁର ନାଉଗାଁ ଥାନା ଅଧିନରେ ରହିଛି 16 ଟି ପଞ୍ଚାୟତ । ଯେଉଁଠି ବସବାସ କରନ୍ତି 40 ହଜାରରୁ ଅଧିକ ଲୋକ । ହେଲେ ନାଉଗାଁ ଥାନାରେ ଅଫିସର ମରୁଡି ପଡିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏହି ସମ୍ବେଦନଶୀଳ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜଗତସିଂହପୁର ନାଉଗାଁ ଥାନା
ନାଉଙ୍ଗା ପୋଲିସ ଷ୍ଟେସନରେ ନାହାନ୍ତି ଅଫିସର
author img

By

Published : Dec 4, 2019, 11:21 PM IST

ଜଗତସିଂହପୁର: ଜିଲ୍ଲାର ସମ୍ବେଦନଶୀଳ ନାଉଗାଁ ଥାନାରେ ଏବେ ଅଫିସର ମରୁଡି ପଡିଥିବା ଦେଖିବାକୁ ମିଳିଛି । ଏଠାରେ ଦୁଇଟି ସବଇନସ୍ପେକ୍ଟର ପଦବୀ ଖାଲି ପଡିଥିବା ବେଳେ ଦୁଇ ଜଣ ASI ପଦବୀ ମଧ୍ୟରୁ ଗୋଟିଏ ପଦବୀ ଖାଲି ପଡ଼ିଥିବା ସୂଚନା ମିଳିଛି ।

ନାଉଙ୍ଗା ପୋଲିସ ଷ୍ଟେସନରେ ନାହାନ୍ତି ଅଫିସର

ସେହିଭଳି ଥାନାରେ ମାତ୍ର ପାଞ୍ଚ ଜଣ କନେଷ୍ଟବଲ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କନେଷ୍ଟବଲଙ୍କର ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଛୁଟିରେ ରହିଛନ୍ତି । ଯାହାକୁ ନେଇ ସମ୍ବେଦନଶୀଳ ନାଉଗାଁ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନାଉଗାଁ ଥାନା ଅଧିନରେ 16 ଟି ପଞ୍ଚାୟତର ପ୍ରାୟ 40 ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପୋଲିସ କର୍ମଚାରୀଙ୍କ ଅଭାବକୁ ନେଇ ସମସ୍ୟା ସୃଷ୍ଟି ହୋଇଛି । ଏସମ୍ପର୍କରେ ଜଗତସିଂହପୁର ଏସପି ପ୍ରକାଶ ରଙ୍ଗରାଜଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ ଯୋଗଯୋଗ ସମ୍ଭବ ହୋଇପାରିନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ସମ୍ବେଦନଶୀଳ ନାଉଙ୍ଗା ଥାନ ରେ ଏବେ ଅଫିସର ମରୁଡି ପଡିଛି।ମିଳିଥିବା ସୂଚନା ଅନୁସାରେ ଦୁଇଟି sub inspector ପଦବୀ ଖାଲି ପଡିଥିବା ବେଳେ ଦୁଇ ଜଣ ASI ପଦଵୀ ମଧ୍ୟରୁ ଗୋଟିଏ ପଦବୀ ଖାଲି ପଡ଼ିଛି।ସେହିଭଳି ଥାନ ରେ ମାତ୍ର ପାଞ୍ଚ ଜଣ କନେଷ୍ଟବଳରହିଛନ୍ତି। ଙ୍କ ମଧ୍ୟରୁ ଜଣେ କନେଷ୍ଟବଳ ସ୍ଵାସ୍ଥ୍ୟ ଗତ ସମସ୍ୟା କୁ ନେଇ ଛୁଟି ରେ ରହିଛନ୍ତି।ଯାହାକୁ ନେଇ ସମ୍ବେଦନଶୀଳ ନାଉଙ୍ଗା ଥାନ ଅଞ୍ଚଳରେ ଆଇନି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କୁ ନେଇ ପ୍ରଶ୍ନ ବଚି ସୃଷ୍ଟି ହୋଇଛି।ନାଉଙ୍ଗା ଥାନ ଅଧିନ ରେ 16 ଟି ପଞ୍ଚାୟତ ର ପ୍ରାୟ 40 ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପୋଲିସ କର୍ମଚାରୀ ଙ୍କ ଅଭାବ କୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆମେ ଜଗତସିଂହପୁର ଏସପି ପ୍ରକାଶ ରଙ୍ଗରାଜ ଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ ଯୋଗଯୋଗ ସମ୍ଭବ ହୋଇପାରିନାହିଁ।

Body:formant avo

Conclusion:rpt_susanta patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.