ETV Bharat / state

ପାରାଦୀପରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ - କଳିଙ୍ଗ ବାଲିଯାତ୍ରା ଉଦଘାଟିତ

ପାରାଦୀପର ବିଜୁମଇଦାନ ଠାରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ ହୋଇଛି । ପଞ୍ଚାୟତ ରାଜମନ୍ତ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର
author img

By

Published : Nov 12, 2019, 1:09 PM IST

Updated : Nov 12, 2019, 1:25 PM IST

ଜଗତସିଂହପୁର: ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କଳିଙ୍ଗର ସାଧବ ପୁଅ ବାଣିଜ୍ୟ ପାଇଁ ଜଳପଥରେ ବିଦେଶକୁ ଯାତ୍ରା କରିଥିଲେ । ଏହି ପରମ୍ପରାର ସ୍ମୃତିଚାରଣ କରି ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ପାରାଦୀପର ବିଜୁମଇଦାନ ଠାରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ ହୋଇଛି । ପଞ୍ଚାୟତ ରାଜମନ୍ତ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି । କଳିଙ୍ଗର ପ୍ରାଚୀନ ସଂସ୍କୃତି, ଐତିହ ଓ ପରମ୍ପରାକୁ ଉଜ୍ଜିବୀତ କରି ରଖିବା ପାଇଁ କଳିଙ୍ଗ ବାଲିଯାତ୍ରାର ପରିକଳ୍ପନା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କରିଥିଲେ।

ଏଥିରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦୀପ ବନ୍ଦର ଅଧକ୍ଷ୍ୟ ରଙ୍କେସ ରାୟ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାୟ 7ଦିନ ଧରି ଏହି ବାଲିଯାତ୍ରା ଚାଲିବ । ପାରାଦୀପ ସମୁଦ୍ର କୂଳକୁ ଲାଗି ଏହି ବାଲିଯାତ୍ରା ହେଉଥିବାରୁ ଦର୍ଶକ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳେ । ଏଥିସହିତ ପ୍ରତି ସଂନ୍ଧ୍ୟାରେ ସାଂସ୍କତିକ କାର୍ଯ୍ୟକ୍ରମ ଲୋକଙ୍କୁ ଆକୃଷ୍ଟ କରିଥାଏ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ପାରାଦୀପର ବିଜୁମଇଦାନ ଠାରେ କଳିଙ୍ଗ ବାଲିଯାତ୍ରା ଉଦଘାଟିତ ହୋଇ ଛି। ଏହି ଅବସରରେ ପଚାଂୟତ ରାଜମନ୍ତ୍ରୀ ପ୍ରତାପ ଯେନା ଅାନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜାତିର ପ୍ରାଚିନ ସଂକୃତୀ ଐତିହ ଓ ପରମ୍ପରା କୁ ଉଜିବୀତ କରି ରଖିବା ପାଇଁ କଳିଙ୍ଗ ବାଲିଯାତ୍ରାର ପରିକ୍ଳପନା ପ୍ରର୍ବାଦ ପୁରୁଷ ବିଜୁ ପଟ୍ଟନାୟକ କରିଥିଲେ। ତାଙ୍କ ଅବଦାନକୁ ଆଗାମୀ ପିଢି କେବେ ଭୁଲିପାରିବ ନାହିଁବୋଲି ବକ୍ତାମାନେ କହିଥିଲେ। ଏଥିରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ,ସାଂସଦ ରାଜଶ୍ରୀ ମଲିକ୍,ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ, ଜିଲାପାଳ ସଂଗ୍ରାମ କେସରୀ ମହାପାତ୍ର, ପାରାଦୀପ ବନ୍ଦର ଅଦଖ୍ୟ ରିଙ୍କେସ ରାୟ ପ୍ରମୁଖ ଯୋଗ ଦେଇଥିଲେ। ପାରାଦୀପର ଏହି ବାଲିଯାତ୍ରା ଆସନ୍ତା ସୋମବାର ପ୍ରର୍ଯ୍ୟନ୍ତ ଚାଲିବ।Body:Formant AVO Conclusion:Rpt susanta patra Jagatsinghpur
Last Updated : Nov 12, 2019, 1:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.