ETV Bharat / state

ସରିଲା କଳିଙ୍ଗ ବାଲିଯାତ୍ରା - କଳିଙ୍ଗ ବାଲିଯାତ୍ରା

ପାରାଦୀପ ବାଲିଯାତ୍ରା ଉଦ୍‌ଯାପିତ ହୋଇଛି । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ । ଅଧିକ ପଢ଼ନ୍ତୁ...

ଉଦ୍‌ଯାପିତ ହେଲା କଳିଙ୍ଗ ବାଲିଯାତ୍ରା
author img

By

Published : Nov 19, 2019, 7:50 AM IST

ଜଗତସିଂହପୁର: ଜିଲ୍ଲାର ପାରାଦୀପ ବିଜୁ ମଇଦାନ ଠାରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରା ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଉଦ୍‌ଯାପିତ ହେଲା କଳିଙ୍ଗ ବାଲିଯାତ୍ରା

ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ସହ ନୌବାଣିଜ୍ୟ ସର୍ବଦା ଜଡି଼ତ । ଏହାକୁ ଉଦ୍‌ଜୀବିତ ରଖିବା ପାଇଁ ବିଜୁବାବୁ କଳିଙ୍ଗ ବାଲିଯାତ୍ରାର ପରିକଳ୍ପନା କରିଥିବା ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଅବସରରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ।

ସୋମବାର ଉଦ୍‌ଯାପନୀ ଦିବସରେ ପ୍ରବଳ ଜନସମାଗମ ହୋଇଥିଲା। ତେବେ ସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବହେଳା ପଦର୍ଶନ କରାଯିବାରୁ କାର୍ଯ୍ୟକ୍ରମରେ ଅସନ୍ତୋଷ ଦେଖା ଦେଇଥିଲା।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବିଜୁମଇଦାନ ରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରା ଆଜି ଉଦଯାପିତ ହୋଇଯାଇଛି। ଉଦଯାପନି ଉସ୍ଛବ ରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଉତ୍କଳିୟ ପରମ୍ପରା ଓ ସଂସ୍କୃତି ସହ ନୌ ବାଣିଜ୍ୟ ଜଡିତ। ଏହାକୁ ଉଯିବିତ ରଖିବା ପାଇଁ ବିଜୁବାବୁ କଳିଙ୍ଗ ବାଲିଯାତ୍ରା ର ପରିକଳ୍ପନା କରିଥିବା ଅତିଥି ମନେ ପ୍ରକାଶ କରିଥିଲେ।ଏହି ଅବସର ରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ। ଆଜି ଉଜାପନୀ ଦିବସରେ ପ୍ରବଳ ଜନସମାଗମ ହୋଇ ଥିଲା। ସଭା ରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅବହେଳା ପଦର୍ଶନ କରାଯିବାରୁ ଅସନ୍ତୋଷ ଦେଖା ଦେଇଥିଲା।

Body:AVO

Conclusion:report_ susanta patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.