ETV Bharat / state

ଜଗତସିଂହପୁରରେ କଂଗ୍ରେସର ପଦଯାତ୍ରା ଅନୁଷ୍ଠିତ

ସ୍ଵାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁରରେ କଂଗ୍ରେସ ପଦଯାତ୍ରା ଆୟୋଜନ କରିଛି । ଅଧିକ ପଢ଼ନ୍ତୁ

author img

By

Published : Aug 12, 2022, 1:04 PM IST

କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା
କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା

ଜଗତସିଂହପୁର: ସ୍ଵାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି ନଟବର ବାରିକ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀମାନେ କାଦୁଅପଡ଼ା ପଞ୍ଚାୟତରୁ ପଦଯାତ୍ରାରେ ବାହାରି ତୁଳସୀ ଗାଦି ପର୍ଯ୍ୟନ୍ତ ଆସିଥିଲେ ।

କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା

ଏହି ଭାରତ ଯୋଡ଼ ପଦଯାତ୍ରାରେ ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ସାଂସଦ ପ୍ରାର୍ଥୀନି ପ୍ରତିମା ମଲ୍ଲିକ, ନଗର କଂଗ୍ରେସ ସଭାପତି ଅଭୟ ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.