ETV Bharat / state

ପାକ ଅଧିକୃତ କାଶ୍ମୀରରେ ହିନ୍ଦୁଙ୍କ ଅତ୍ୟାଚାରକୁ ବିଶ୍ୱହିନ୍ଦୁ ପରିଷଦର ବିରୋଧ - ପାକ ଅଧିକୃତ କାଶ୍ମୀରରେ ହିନ୍ଦୁଙ୍କ ଅତ୍ୟାଚାରକୁ ବିରୋଧ

ଜଗତସିଂହପୁର ସହରର ଥାନଛକ ଠାରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପାକ ଅଧିକୃତ କାଶ୍ମୀରରେ ହେଉଥିବା ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାରକୁ ନେଇ ବିକ୍ଷୋଭ ପଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପାକ ଅଧିକୃତ କାଶ୍ମୀରରେ ହିନ୍ଦୁଙ୍କ ଅତ୍ୟାଚାରକୁ ବିଶ୍ୱହିନ୍ଦୁ ପରିଷଦର ବିରୋଧ

author img

By

Published : Oct 9, 2021, 10:21 PM IST

ଜଗତସିଂହପୁର: ଜଗତସିଂହପୁର ସହରର ଥାନଛକ ଠାରେ ଆଜି(ଶନିବାର) ସନ୍ଧ୍ୟାରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପାକ ଅଧିକୃତ କାଶ୍ମୀରରେ ହେଉଥିବା ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାରକୁ ନେଇ ବିକ୍ଷୋଭ ପଦର୍ଶନ କରାଯାଇଛି । ଏଥସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପାକିସ୍ତାନୀ ଜାତୀୟ ପତାକାକୁ ଦାହ କରାଯାଇଛି।

ପାକ ଅଧିକୃତ କାଶ୍ମୀରରେ ହିନ୍ଦୁଙ୍କ ଅତ୍ୟାଚାରକୁ ବିଶ୍ୱହିନ୍ଦୁ ପରିଷଦର ବିରୋଧ

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ଯେ, ପାକ ଅଧିକୃତ କାଶ୍ମୀରରେ ପାକିସ୍ତାନ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରୁଛି। ହିନ୍ଦୁ ମାନଙ୍କ ଘର ଓ ମନ୍ଦିର ଭାଙ୍ଗି ଦିଆଯାଉଛି। ହିନ୍ଦୁ ମାନଙ୍କୁ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବା କୁହଯାଉଛି। ଧର୍ମ ପରିବର୍ତ୍ତନ ନକଲେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି। ଏହାକୁ ବନ୍ଦ କରାଯିବା ସହ ଜାତିସଂଘ ଏଥିରେ ହସ୍ତକ୍ଷେପ କରିବାକୁ ବିଶ୍ବହିନ୍ଦୁ ପରିଷଦ ଦାବି କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.