ETV Bharat / state

ବିଶ୍ୱ ରେଡ଼ିଓ ଦିବସ ପାଳିତ

ଆଜି ବିଶ୍ବ ରେଡ଼ିଓ ଦିବସ । ଜିଲ୍ଲାର ସର୍ଵ ପ୍ରଥମ ବେତାର କେନ୍ଦ୍ର ରେଡ଼ିଓ ସଂସ୍କାର ପରିସରରେ ବିଶ୍ବ ରେଡ଼ିଓ ଦିବସ ପାଳିତ । ଅଧିକ ପଢନ୍ତୁ...

international radio day
ବିଶ୍ୱ ରେଡ଼ିଓ ଦିବସ ପାଳିତ
author img

By

Published : Feb 13, 2021, 10:13 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ବିଶ୍ବ ରେଡ଼ିଓ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସର୍ଵ ପ୍ରଥମ ବେତାର କେନ୍ଦ୍ର ରେଡ଼ିଓ ସଂସ୍କାର ପରିସରରେ ବିଶ୍ବ ରେଡ଼ିଓ ଦିବସ ପାଳିତ ହୋଇଥିଲା। ଏହି ବେତାର କେନ୍ଦ୍ରର କର୍ମଚାରୀମାନେ ରେଡ଼ିଓ ଦିବସ ପାଳନ କରିଥିଲେ । ଦ୍ରୁତ ଟେକ୍ନୋଲୋଜି ଓ ଇଣ୍ଟରନେଟର ବହୁଳ ପ୍ରସାର ଫଳରେ ରେଡ଼ିଓର ଚାହିଦା କମିଥିଲେ ମଧ୍ୟ ଆଜିବି ରେଡ଼ିଓ ତାହାର ଅସ୍ତିତ୍ବ ବଜାୟ ରଖିଛି ।

ବିଶ୍ୱ ରେଡ଼ିଓ ଦିବସ ପାଳିତ

ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ହେଉ କି ବାତ୍ୟା କି ମନୋରଞ୍ଜନ ସବୁଥିରେ ଅନବରତ ସେବା ଯୋଗାଇ ଆସିଛି ରେଡ଼ିଓ । ଯାହାକୁ ନେଇ ସ୍ରୋତାଙ୍କ ହୃଦୟ ଜିତି ପାରିଛି । ଏହି କାର୍ଯ୍ୟକ୍ରମରେ ରେଡ଼ିଓ ସଂସ୍କାରର ସିଇଓ ସୌମ୍ୟ ରଞ୍ଜନ ନାୟକ, ଉପସ୍ଥାପିକା ପୂଜା ରାଣୀ ପରିଡା ଓ କ୍ରିଷ୍ଣାଶ୍ରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.