ETV Bharat / state

ଜଗତସିଂହପୁରରୁ ବିପୁଳ ପରିମାଣରେ ଚୋରା ମଦ ଜବତ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମାଧପୁର କଟିସିଗଂପୁର ଓ ଜଗତସିଂହପୁର ସହରର ଗୋପାଳ ସାଗର ନିକଟରେ ଅତର୍କିତ ଚଢାଉ କରି ବିପୁଳ ପରିମାଣର ଚୋରା ବିଦେଶୀ ମଦ ଓ ଦେଶୀ ମଦ ଜବତ କରିଛି। ଅଧିକ ପଢନ୍ତୁ..

ବିପୁଳ ପରିମାଣର ମଦ ଜବତ
ବିପୁଳ ପରିମାଣର ମଦ ଜବତ
author img

By

Published : Sep 12, 2020, 6:52 AM IST

ଜଗତସିଂହପୁର: ସଦର ଥାନା ଅନ୍ତର୍ଗତ ମାଧପୁର କଟିସିଗଂପୁର ଓ ଜଗତସିଂହପୁର ସହରର ଗୋପାଳ ସାଗର ନିକଟରେ ଅତର୍କିତ ଚଢାଉ କରି ବିପୁଳ ପରିମାଣର ଚୋରା ବିଦେଶୀ ମଦ ଓ ଦେଶୀ ମଦ ଜବତ କରିଛି। ପୋଲିସ ସୂଚନା ଅନୁସାରେ ଏହି ସ୍ଥାନ ମାନଙ୍କରେ ଚୋରାମଦ ବିକ୍ରି ହେଉଥିବାର ଖବର ମିଳିବାପରେ ପୋଲିସ୍ ଚଢାଉ କରି,ମଦ ଜବତ କରିଥିଲା। ତେବେ ଅଭିଯୁକ୍ତ ମାନଙ୍କ ଧରି କୋର୍ଟ ଚାଲାଣ କରିବା ପୁର୍ବରୁ ସେମାନଙ୍କର କୋଭିଡ୍ ଟେଷ୍ଟ କାରାଯାଇଥିଲା। ରିର୍ପୋଟ୍ ପଜେଟିଭ୍ ଆସିବାରୁ ପୋଲିସ ଅଡୁଆରେ ପଡିଛି। ଅଭିଯୁକ୍ତଙ୍କୁ ଧରିଥିବା ୨ ଜଣ ଏସ୍ ଆଇଙ୍କୁ ହୋମ କ୍ବାରେଣ୍ଟାଇରେ ରହିବାକୁ ନିର୍ଦେଶ ଦିଆଯାଇଛି।

ତେବେ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା କୋଭିଡ ହସପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମାଧପୁର କଟିସିଗଂପୁର ଓ ଜଗତସିଂହପୁର ସହରର ଗୋପାଳ ସାଗର ନିକଟରେ ଅତର୍କିତ ଚଢାଉ,କରି ବିପୁଳ ପରିମାଣର ଚୋରା ବିଦେଶୀ ମଦ ଓ ଦେସି ମଦ ଜବତ କରିଛି। ପୋଲିସ ସୂଚନା ଅନୁସାରେ ଏହି ସ୍ଥାନ ମାନଙ୍କରେ ଚୋରାମଦ ବିକ୍ରି ହେଉଥିବାର ଖବର ମିଳିବାପରେ ପୋଲିସ୍ ଚଢାଉ କରି,ମଦ ଜବତ କରିଥିଲା।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.