ETV Bharat / state

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ତିର୍ତ୍ତୋଲ ଥାନା ଅନ୍ତର୍ଗତ ଏରଡଙ୍ଗ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତଦେହ ସନ୍ଦେହଜଣକ ଅବସ୍ଥାରେ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jul 29, 2020, 8:17 PM IST

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଏରଡଙ୍ଗ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତଦେହ ସନ୍ଦେହଜଣକ ଅବସ୍ଥାରେ ମିଳିଛି । ମୃତକ ଜଣକ ରିଣ୍ଟୁ ଦାସ ହୋଇଥିବା ବେଳେ ତାଙ୍କ ମୃତଦେହ ଘର ପାଖରେ ଥିବା ହଂସୁଆ ନଦୀ ବନ୍ଧର ଏକ ବରଗଛରେ ଝୁଲୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ବୁଧବାର ସକାଳୁ ରିଣ୍ଟୁଙ୍କ ମୃତଦେହ ଘର ନିକଟସ୍ଥ ହଂସୁଆ ନଦୀବନ୍ଧର ଏକ ବର ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ଥିବାବେଳେ ପରିବାର ପକ୍ଷରୁ ରିଣ୍ଟୁକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.