ETV Bharat / state

ଗଣଶିକ୍ଷା ବିଭାଗର ପେନସନ୍ ଅଦାଲତ: 63ଟି ମାମଲାର ଫଇସଲା

ଗୁରୁବାର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ ପାଇଁ ଏହି ଅଦାଲତ ଅନୁଷ୍ଠିତ ହୋଇଛି ।

author img

By

Published : Jul 11, 2019, 11:48 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଜଗସିଂହପୁର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପେନସନ୍ ଅଦାଲତ ଅନୁଷ୍ଠିତ ହୋଇଛି । ଗୁରୁବାର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜଗତସିଂହପୁର ଜିଲା ଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଅଣ ଶିକ୍ଷକ ପାଇଁ ଏହି ଅଦାଲତ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗସିଂହପୁର

ଏହି ଅଦାଲତରେ ଜଗତସିଂହପୁର ବ୍ଲକର ୧୭, ବିରିଡି ବ୍ଲକର ୨୨, ରଘୁନାଥପୁର ବ୍ଲକର ୧୬ ଓ ବାଲିକୁଦା ବ୍ଲକର ୮ଟି ମିଶାଇ ମୋଟ୍ ୬୩ଟି କେସ୍ ଆସିଥିଲା । ଯାହାକୁ ସଙ୍ଗେସଙ୍ଗେ ବିଚାର କରାଯାଇ ଫଇସଲା କରାଯାଇଥିଲା। ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:
ଜଗତସିଂହପୁର ଜିଲାପାଳଙ୍କ ସଦ୍ ଭାବନା ସଭାଗୃହରେ ଜଗତସିଂହପୁର ଜିଲା ଶିଖ୍ୟା ବିଭାଗର ଅବସରପ୍ରାପ୍ଚ ଶିଖ୍ୟକ ଓ ଶିଖ୍ୟୟତ୍ରି ଓ ଅଣ ଶିଖ୍ୟକ ପାଇଁ ପେନସନ୍ ଅଦାଲତ ଅନୁଷ୍ଟିତ ହୋଇଛି।ଏହି ଅଦାଲତରେ ଜଗତସିଂହପୁର ବ୍ଲକ୍ ରେ ୧୭ ଟି, ବିରିଡି ବ୍ଲକ ରେ ୨୨ଟି, ରଘୁନାଥପୁର ବ୍ଲକରେ ୧୬ ଟି ଓ ବାଲିକୁଦା ବ୍ଲକ ରେ ୮ଟି ମୋଟ୍ ୬୩ ଟି କେସ୍ ସଙ୍ଗେସଙ୍ଗେ ବିଚାର କରାଯାଇ ଫଇସଲା କରାଯାଇଥିଲା। ଏଥିରେ ଜିଲାପାଳ ସଂଗ୍ରାମ କେସରି ମହାପାତ୍ର, ଜିଲା ଶିଖ୍ୟା ଅଧିକାରୀ ପ୍ରମୁଖ ଉପସ୍ତିତ ଥିଲେ।Body:Jagatsinghpur Conclusion:Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.