ETV Bharat / state

ଜଗତସିଂହପୁରରେ ଝିପ ଝିପ ବର୍ଷା, ଚିନ୍ତାରେ ଚାଷୀ - ବର୍ଷା ଦେଖି ଚିନ୍ତାରେ ଚାଷୀ

ଏବେ ଧାନ ଅମଳ ସମୟ । ଆଜି ସକାଳୁ ସକାଳୁ ଜଗତସିଂହପୁର ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିଲା । ଏନେଇ ଏବେ ବି ଚାଷୀର ଆଖିରେ ନିଦ ନାହିଁ । ଅଧିକ ପଢନ୍ତୁ...

light rain in jagatsinghpur
ଜଗତସିଂହପୁରରେ ଝିପ ଝିପ ବର୍ଷା; ଚିନ୍ତାରେ ଚାଷୀ
author img

By

Published : Dec 26, 2019, 11:17 PM IST

ଜଗତସିଂହପୁର: ଏବେ ଧାନ ଅମଳ ସମୟ । ଏପଟେ ଆକାଶରେ ବର୍ଷା ଦେଖି ଚାଷୀ ଛାତିରେ ଛନକା ପସିଛି । ଗତ ନଭେମ୍ବର ମାସରେ ବାତ୍ୟା ବୁଲବୁଲ ଚାଷୀର ଅଣ୍ଟା ଭାଙ୍ଗି ଦେଇଥିଲା । ଆଉ ସେଥିରୁ ଯାହାକିଛି ବର୍ତ୍ତି ଯାଇଛି ତାକୁ କିପରି ସାଇତିକି ରଖିବେ ସେଥିପାଇଁ ଚିନ୍ତାରେ ଚାଷୀ ।

ଜଗତସିଂହପୁରରେ ଝିପ ଝିପ ବର୍ଷା; ଚିନ୍ତାରେ ଚାଷୀ

ଆଜି ସକାଳୁ ସକାଳୁ ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିଲା । ପ୍ରବଳ କୁହୁଡି ସାଙ୍ଗକୁ ଯଦି ଅସରାଏ ଦିଅସରା ବର୍ଷା ହୋଇଯାଏ ତେବେ ପାଚିଲା ଧାନ ଗୁଡିକ ଗଜା ହୋଇଯିବ । ଏକଥା ଭାବି ଚାଷୀର ଆଖିରେ ନିଦ ନାହିଁ । ଦିନ ରାତି ଏକ କରି ବିଲରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଲାଗି ପଡିଛନ୍ତି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ମୁରୁଣିଆ, ଇଚ୍ଛାପୁର, ଅଢେଇକୁଳ ଓ ଦାମୋଦରପୁର ଚାଷୀ ।

ଅପରପକ୍ଷରେ ଧାନ ଅମଳ ପାଇଁ ଅମଳ ମେସିନ ମିଳୁ ନଥିବାରୁ ଚାଷୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ବର୍ଷା ପୂର୍ବରୁ କିପରି ନିଜର ବର୍ଷକ ଆହାରକୁ କିପରି ନିଜ ଖଳାକୁ ଅଣାଯାଇ ପାରିବ ସେହି ଚିନ୍ତାରେ ଚାଷୀ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ,ଏବେଧାନ ଅମଳ ସମୟ। ଆକାଶ ରେ ବର୍ଷା ଦେଖି ,ଚାଷୀ ଛାତିରେ ଛନକା ପଶିଛି। ଗତ ନଭେମ୍ବର ମାସରେ ବାତ୍ୟା ବୁଲ ବୁଲ ଚାଷୀର ଅଣ୍ଟା ଭାଙ୍ଗି ଦେଇଥିଲା। ତା ଆଃ ରୁ ଯାହାକିଛି ବର୍ତ୍ତୀ ଯାଇଛି ତାକୁ କିପରି ସାଇତି କି ରଖିବ ସେଥିପାଇଁ ଚିନ୍ତା ରେ ଚାଷୀ। ଆଜି ସକାଳୁ ସକାଳୁ ଜିଲା ରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିଲା।ପ୍ରବଳ କୁହୁଡି ସାଙ୍ଗକୁ ଯଦି ଅସରାଏ ଦିଅସରା ବର୍ଷା ହୋଇଯାଏ ତେବେ ପାଚିଲା ଧାନ କୁଡିକ ଗଜା ହୋଇଯିବ।ଏକଥା ଭାବି ଚାଷୀର ଆଖି ରେ ନିଦ ନାହିଁ। ଦିନ ରାତି ଏକ କରି ବିଲରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଲାଗିପଡିଛନ୍ତି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ମୁରୁଣିଆ, ଇଚ୍ଛାପୁରୁ,ଅଢେଇକୁଳ ଓ ଦାମୋଦର ପୁର ଚାଷୀ।ଅପର ପକ୍ଷ ରେ ଧାନ ଅମଳ ପାଇଁ ଅମଳ ମେସିନ ମିଳୁନଥିବାରୁ ଚାଷୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି।ବର୍ଷା ପୂର୍ବରୁ କିପରି ନିଜର ବର୍ଷକ ଏହାର କୁ କିପରି ନିଜ ଖଳା କୁ ଅଣାଯାଇ ପାରିବ ସେଇ ଚିନ୍ତା ରେ ଚାଷୀ।

Body:byt_ ଅଲେଖ ଦାସ ପ୍ରଥମ byt
byt ରାମଚନ୍ଦ୍ର ସାହୁ (ବୁଢ଼ା ଲୋକ) ଧଳା ଲୁଗା
byt ପାଉଆ ଦାସ (କଳା ବୁଢା ଲୋକ)
byt କେଦାର ସ୍ବାଇଁ ଶେଷ byt

Conclusion:report susanta patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.