ETV Bharat / state

ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦୋଳ ଯାତ୍ରା ଅନୁଷ୍ଠିତ - Dola yatra in jagatsinghpur

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଦୋଳ ଯାତ୍ର ଉଦ୍ଜାପିତ ହୋଇଯାଇଛି । ଅଧିକ ପଢନ୍ତୁ....

ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦୋଳ ଯାତ୍ରା ଅନୁଷ୍ଠିତ

author img

By

Published : Mar 28, 2021, 11:04 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଦୋଳ ଯାତ୍ର ଉଦ୍ଜାପିତ ହୋଇଯାଇଛି ।ଉତ୍କଳୀୟ ପରମ୍ପରା ଅନୁଯାୟୀ ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ଦୋଳ ପୂର୍ଣ୍ଣିମା ପର୍ଯନ୍ତ ପ୍ରଭୁ ଦୋଳ ଗୋବିନ୍ଦଙ୍କୁ ସୁସଜ୍ଜିତ ବିମାନରେ ଆରୁଢ଼ କରାଯାଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଚଣ୍ଡାଳ ବ୍ରାହ୍ମଣ ଦର୍ଶନ ଦେବା ସହ ମିଷ୍ଟର୍ନ ଭୋଗ ଲାଗି କରାଯାଇଥାଏ।

ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦୋଳ ଯାତ୍ରା ଅନୁଷ୍ଠିତ

ଉତ୍କଳୀୟ ପରମ୍ପରାକୁ ପାଥେୟ କରି କେଉଁ ଅନାଦି କାଳରୁ ଏହି ପରମ୍ପରା ଓଡ଼ିଶାରେ ପ୍ରଚଳିତ ହୋଇ ଆସୁଛି। ଜଗତସିଂହପୁର ଉପକଣ୍ଠ କେନ୍ଦଳ ଗ୍ରାମର ରେ ଜିଲାର ସର୍ଵ ପୁରାତନ ଦୋଳ ଯାତ୍ର ପାଳିତ ହୋଇଛି। କୋଭିଡ କଟକଣା ଦୃଷ୍ଟିରୁ ଦୋଳ ଗୋବିନ୍ଦଙ୍କର ନୀତିକାନ୍ତି ପାଳନ କରାଯାଇଛି। ଏହି ମେଳଣକୁ କେବଳ ଦୋଳ ବିମାନକୁ ଛାଡିଦେଲେ ସର୍ଵ ସାଧାରଣ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା। କିନ୍ତୁ ପାରମ୍ପରିକ ରୀତିରେ ମହାପ୍ରଭୁ ଦୋଳ ଗୋବିନ୍ଦ ଙ୍କର ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.