ଜଗତସିଂହପୁର: ଜିଲ୍ଲାର ସାରଳା ମନ୍ଦିର, ଗୋରେଖ ନାଥ ଓ ସମସ୍ତ ଧର୍ମାନୁଷ୍ଠାନରେ 144 ଧାରା ଲାଗୁ । 5ରୁ ଜଣରୁ ଅଧିକ ବ୍ୟକ୍ତିଙ୍କ ଏକାଠି ହେବା ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ। ଏହା ସହ ସମସ୍ତ ଦୋକାନା ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ । ପୂର୍ବରୁ ଢେଙ୍କାନାଳ, ଯାଜପୁର ଓ ଭଦ୍ରକରେ ମଧ୍ୟ ଲାଗୁ ହୋଇଛି 144 ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ