ETV Bharat / state

ତହସିଲଦାରଙ୍କ ନାଗିନ ନାଚ, ମାମଲା ରୁଜୁ କଲା ପୋଲିସ

author img

By

Published : May 23, 2021, 10:46 PM IST

ନାଗିନ ଡ୍ୟାନ୍ସ ନାଚୁଥିବା ତହସିଲଦାରଙ୍କ ନାମରେ ରୁଜୁ ହେଲା ମାମଲା । ଏକ ବିବାହରେ ଯୋଗ ଦେଇ ସୁକିନ୍ଦା ତହସିଲଦାର କୋରୋନା ଗାଇଡଲାଇନର ଉଲ୍ଲଙ୍ଘନ କରିଥିଲେ । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅଧିକ ଫଢନ୍ତୁ…

complaint file against sukinda tahasildar for violation of pandemic act in jagatsinghpur
ନାଗିନ ଡ୍ୟାନ୍ସ କରିଥିବା ତହସିଲଦାରଙ୍କ ନାମରେ ମାମଲା ରୁଜୁ କଲା ପୋଲିସ

ଜଗତସିଂହପୁର: ନାଗିନ ଡ୍ୟାନ୍ସରେ ନାଚୁଥିବା ତହସିଲଦାରଙ୍କ ନାମରେ ରୁଜୁ ହେଲା ମାମଲା । ଏନେଇ ତିର୍ତ୍ତୋଲ ଥାନାରେ ସରପଞ୍ଚ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ମହାମାରୀ ଆଇନ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ କରିଛନ୍ତି । ପ୍ରଶାସନିକ ଅଧିକାରୀ ଜଣକ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଖୁଲମଖୋଲା ଡ୍ୟାନ୍ସ କରିବା ସହ ସରକାରଙ୍କ କୋରୋନା ଗାଇଡଲାଇନକୁ ଉଲ୍ଲଘଂନ କରିଥିଲେ ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ଦିନ ରାତ୍ରୀରେ କୋଭିଡ ନିୟମକୁ ଫୁ କରି ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ସମେତ ବହୁ ସରକାରୀ ଅଧିକାରୀ । ସେହି ବିବାହରେ ଡିସ୍କୋ ନାଚିବା ସହ ନାଗିନ ଡ୍ୟାନ୍ସର ଭିଡିଓ ଭାଇରାଲ ହୋଇଥିଲା । ଆଜି ସ୍ଥାନୀୟ ସରପଞ୍ଚ ସିଲାରାଣୀ ଖଣ୍ଡୁଆଲ ଏହାକୁ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସୁକିନ୍ଦା ତହସିଲଦାରଙ୍କ ସମେତ କନ୍ୟା ଘର ପରିବାରଙ୍କ ନାମରେ ଭାରତୀୟ ଦଣ୍ଡ ବିଧି ଆଇନ 188/269/270/34 ଆଇପିସିରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.