ETV Bharat / state

ପିଲାଚୋର ଆତଙ୍କ, ଅଭିଯୁକ୍ତକୁ କାବୁ କଲେ ସ୍ଥାନୀୟଲୋକେ

ଆତଙ୍କ ଖେଳାଇଛି ପିଲା ଚୋର । ଅଭିଯୁକ୍ତକୁ ଧରି ପୋଲିସର ଜିମାଦେଲେ ଦେଲେ ସ୍ଥାନୀୟ ଲୋକେ । ଜଗତସିଂହପୁରରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

author img

By

Published : Feb 20, 2021, 8:59 PM IST

Updated : Feb 21, 2021, 8:17 AM IST

child thief arrested in jagatsinghpur
ପିଲାଚୋର ଆତଙ୍କ, ଅଭିଯୁକ୍ତକୁ କାବୁ କଲେ ସ୍ଥାନୀୟଲୋକେ

ଜଗତସିଂହପୁର: ଆତଙ୍କ ଖେଳାଇଛି ପିଲା ଚୋର । ଅଭିଯୁକ୍ତକୁ ଧରି ପୋଲିସର ଜିମାଦେଲେ ଦେଲେ ସ୍ଥାନୀୟ ଲୋକେ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସହରର ହାଟ ବଜାରର ନିକଟରେ ଥିବା ବସ୍ତିରେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହାଟ ବଜାର ବସ୍ତିରେ ରହୁଥିବା ଦମ୍ପତି ମୂଲପାତି ଲାଗି ଜୀବିକା ନିର୍ବାହ କରନ୍ତି। ମୂଲ ଲାଗିବାକୁ ଯାଇଥିବାବେଳେ ତାଙ୍କର 4 ବର୍ଷର ନାବାଳକକୁ ଜଣେ ଦୁବୃର୍ତ୍ତ ଅପହରଣ କରି ନେଇଯାଇଥିଲା ।

ବସ୍ତି ଲୋକେ ଏହା ଜାଣିବା ପରେ ନାବାଳକକୁ ଖୋଜିବା ସହ ପିଲାର ବାପା ମାକୁ ଖବର ଦେଇଥିଲେ । ତେବେ ଜଣେ ବ୍ୟକ୍ତି ପିଲାଟିକୁ ନେଉଥିବା ଦେଖି ସ୍ଥାନୀୟ ଲୋକେ ତାକୁ କାବୁ କରିଥିଲେ । ଏହାସହ ପୋଲିସ ଜିମା ଦେଇଥିଲେ। ତେବେ ଏ ସମ୍ପର୍କରେ ପିଲାଟିର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 21, 2021, 8:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.