ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ମାଛଗାଁ କେନାଲ ପୋଲ - machhagaon

ଦୁର୍ବଳ ହେବାରେ ଲାଗିଛି ଜଗତସିଂହପୁର-ପୁରୀକୁ ଯୋଡୁଥିବା ମାଛଗାଁ କେନାଲ ପୋଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Jul 1, 2019, 6:49 PM IST

Updated : Jul 1, 2019, 7:06 PM IST

ଜଗତସିଂହପୁର: ଅଡଶପୁର କଟକ ପୁରୀକୁ ଯୋଡୁଥିବା ମୁଖ୍ୟରାସ୍ତାର ମାଛଗାଁ କେନାଲ ପୋଲଟି ଦୁର୍ବଳ ହେବାରେ ଲାଗିଛି । ଯେକୌଣସି ସମୟରେ ମଧ୍ୟ ଏହି ପୋଲଟି ଭୁଶୁଡ଼ି ପଡିବାର ସମ୍ଭାବନା ରହିଛି । ବ୍ରିଟିଶ ଅମଳରୁ ନିର୍ମାଣ କରାଯାଇଥିବା ଏହି ପୋଲଟି ମରାମତି ଅଭାବ ଯୋଗୁଁ କ୍ରମଶଃ ବିପଦ ସଂକୁଳ ଅବସ୍ଥାକୁ ଚାଲି ଆସିଲାଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ତେବେ ଏହି ପୋଲ ଉପର ଦେଇ ମଧ୍ୟ ଆଳିପିଙ୍ଗଳ ବାଲିଘାଟରୁ ବାଲି ଭର୍ତ୍ତି କରି ଭାରିଯାନ ଗୁଡ଼ିକ ଚଳାଚଳ କରୁଛି । ମାତ୍ର 15 ମିଟର ଦୂରରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ 50 ମିଟର ଦୂରରେ ଜିଲ୍ଲା ଜଳସେଚନ ବିଭାଗ କାର୍ଯ୍ୟାଳୟ ଓ 20 ମିଟର ଦୂରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ କିପରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆଢୁଆଳ ହୋଇ ରହିଯାଉଥିବା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏସମ୍ପର୍କରେ ଆମେ ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ସହର ର ସର୍ବ ପୁରାତନ ସୋମନାଥ ହାଟ ଓ ଅଳିପିଙ୍ଗଳ ,ଅଡଶପୁର କଟକ ପୁରୀ କୁ ଯୋଡୁଥିବା ରାସ୍ତା ର ମାଛଗା କେନାଲ ପୋଲଟି ଦୃବଳ ହେବାରେ ଲାଗିଛି। କେତେବେଳେ ଯେ ଏହି ପୋଲଟି ଭୁଶୁଡ଼ି ପଡି ଧନଜୀବନ କ୍ଷୟକ୍ଷେତି ଘଟିବ ତାହା କିଏ କହିବ। ଇଂଗ୍ରାଜି ଅମଳ ରୁ ନିର୍ମାଣ କରାଯାଇଥିବା ଏହି ପୋଲଟି ମରାମତି ଅଭାବ ଯୋଗୁଁ କ୍ରମଶଃ ବିପଦ ସଂକୁଳ ଅବସ୍ଥା କୁ ଚାଲି ଆସିଲେଣି। ଏହି ପୋଲ ଉପର ଦେଈ ମଧ୍ୟ ଅଲିପିଙ୍ଗଳ ବାଲିଘାଟ ରୁ ବାଲି ଭର୍ତ୍ତି କରି ଭାରିଜାନ ଗୁଡ଼ିକଚଳାଚଳ କରୁଛି।ମାତ୍ର 15 ମିଟର ଦୂରରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ 50 ମିଟର ଦୂରରେ ଜିଲା ଜଳସେଚନ ବିଭାଗ କାର୍ଯ୍ୟାଳୟ ଓ 20 ମିଟର ଦୂରରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ କିପରି କତ୍ତୃପକ୍ଷ ଙ୍କ ଦୃଷ୍ଟି ଆଢୁଆଳ ହୋଇ ରହିଯାଉଛି ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି।ଅସମ୍ପର୍କ ରେ ଆମେ ଜିଲା ଜଳ ସମ୍ପଦ ବିଭାଗ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

Body:AVO

Conclusion:
Last Updated : Jul 1, 2019, 7:06 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.