ETV Bharat / state

ଜଗତସିଂହପୁରରେ ଆଉ 26 ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ଛୁଇଁଲା 452 - ଜଗତସିଂହପୁରରେ ପଜିଟିଭ

ଜଗସିଂହପୁରରେ ଆଉ 26 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାରେ ମୋଟ ପଜିଟଭ ସଂଖ୍ୟା 452କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଜଗତସିଂହପୁରରେ ଆଉ 26 ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ଛୁଇଁଲା 452

author img

By

Published : Jul 16, 2020, 3:30 AM IST

ଜଗତସିଂହପୁର: ରାଜ୍ୟରେ ଥମୁନାହିଁ କୋରୋନା ସଂକ୍ରମଣ ସଂଖ୍ୟା । ଏପରିସ୍ଥିତିରେ ଜଗତଲସିଂହପୁର ଜିଲ୍ଲାରେ ବୁଧବାର ଆଉ 26 ନୂଆ କୋରୋନା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 452କୁ ବୃଦ୍ଧି ପାଇଛି ।

ଜଗତସିଂହପୁରରେ ଆଉ 26 ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ଛୁଇଁଲା 452

ଜିଲ୍ଲାକୁ ଏବେସୁଦ୍ଧା 17914 ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଫେରିଥିବାବେଳେ ଏମାନଙ୍କ ମଧ୍ୟରୁ 11,633 ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 325 ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଅନ୍ୟପକ୍ଷେ 137 ଜଣ ଆକ୍ରାନ୍ତ ଏବେବି ପାରାଦୀପ କୋଭିଡ ହସ୍ପିଟାଲ ଓ ଭୁବନେଶ୍ବର କିମ୍ସ ହସ୍ପିଟାଲରେରେ ଚିକିତ୍ସିତ ହେଉଛନ୍ତି ।

ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହା ତୁଳନାରେ ସୁସ୍ଥ ସଂଖ୍ୟା ମଧ୍ୟ ସନ୍ତୋଷ ଜନକ ରହିଛି । ଜିଲ୍ଲାରେ କିପରି ଗୋଷ୍ଠୀ ସଂକ୍ରମଣ ନହୁଏ, ଏଥିପ୍ରତି ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.