ETV Bharat / state

ଧଳା ଜହର କବଜାରେ ଜଗତସିଂହପୁର, 2 ଗିରଫ

ଜଗତସିଂହପୁରରେ ଚାଲିଛି ବେଧଡକ ବ୍ରାଉନସୁଗାର ବିକ୍ରି । ତାଳଦଣ୍ଡା ଜନାପାଳ ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରୁଥିବା ଦୁଇ ଜଣ ଯୁବକଙ୍କୁ ଗୋଡେଇ ଗୋଡେଇ ଧରିଛି କୁଜଙ୍ଗ ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର
author img

By

Published : Jul 29, 2019, 8:37 PM IST

ଜଗତସିଂହପୁର: ଜିଲ୍ଲାରେ ବେଧଡକ ଚାଲିଛି ବ୍ରାଉନସୁଗାର ବିକ୍ରି । ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘଦିନ ହେବ ପାରାଦ୍ବୀପ ଓ ଏହାର ଆଖପାଖ ଅଞ୍ଚରେ ଚାଲିଛି ବ୍ରାଉନସୁଗାର କାରବାର । ବାରମ୍ବାର ଅଭିଯୋଗ ପରେ ବି ପୋଲିସକୁ ଚକମା ଦେଇ ଖସି ଯାଉଥିବା ଏହି ଚୋରାବେପାରୀ ଆଜି କୁଜଙ୍ଗ ପୋଲିସ ହାତରେ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଗତକାଲି କୁଜଙ୍ଗର ତାଳଦଣ୍ଡା ଜନାପାଳ ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରୁଥିବା ଦୁଇ ଜଣ ଯୁବକଙ୍କୁ ଗୋଡେଇ ଗୋଡେଇ ଧରିଥିବା ପାରାଦ୍ବୀପରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି। ଏହି ସମୟରେ ସେମାନଙ୍କ ପାଖରୁ ଏକ ଆଟାଚି, ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଓ ଏକ ବାଇକ ଜବତ କରାଯାଇଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ ପଙ୍କପାଳ ଅଞ୍ଚଳର ସୁଦିପ୍ତ ପ୍ରଧାନ ଓ ବିଜୟ ମଲ। କୁଜଙ୍ଗ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ଦୀର୍ଘ ଦିନ ହେବ ପାରାଦ୍ବୀପ ,କୁଜଙ୍ଗ, ଓ ତିର୍ତୋଲ ଅଞ୍ଚଳରେ ବ୍ରାଉନ ସୁଗାରର ସାମ୍ରାଜ୍ୟ ବିସ୍ତାର କରି ଯୁବଵର୍ଗଙ୍କୁ ବିପଥଗାମୀ କରାଉଥିଲେ।

ଜଗତସିଂହପରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପୋଲିସ କୁ ବଡ ସଫଳତା ମିଳିଛି।ଦିର୍ଘଦିନ ହେବ ପାରାଦ୍ୱୀପ ଓ ଏହାର ଆଖପାଖ ରେ ପୋଲିସ ଆଖିରେ ଧୂଳି ଦେଇ ବେଧଡକ ଭାବେ ବ୍ରାଉନସୁଗାର ବିକ୍ରି ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସିଥିଲା। ଆଜି ଏହାର ପର୍ଦା ଫାସ କରିଛି କୁଜଙ୍ଗ ପୋଲିସ।ପାରାଦ୍ୱୀପ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି ଯେ ଗତକାଲି ତାଳଦଣ୍ଡା ଜନାପାଳ ଅଞ୍ଚଳରେ ଦୁଇ ଜଣ ଯୁବକ ବ୍ରାଉନସୁଗର ବିକ୍ରି କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା।ଫଳରେ ସେମାନଙ୍କ ଠାରୁ ଏକ ଅଟାଜ଼, ଲକ୍ଷଧିକ ଟଙ୍କା ର ରୁ ଉର୍ଦ୍ଧ ଟଙ୍କା ର ବ୍ରାଉନ ସୁଗାର ଓ ଏକ ବାଇକ ଜବତ କରିଛି।ଏହି ଦୁଇଜଣ ହେଲେ ପଙ୍କପାଳ ଅଞ୍ଚଳର ସୁଦିପ୍ତ ପ୍ରଧାନ ଓ ବିଜୟ ମଲ। କୁଜଙ୍ଗ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏମାନେ ଡ୍ରିଘ ଦିନ ହେବ ପାରାଦ୍ୱୀପ ,କୁଜଙ୍ଗ, ଓ ତ୍ରିତଲ ଅଞ୍ଚଳରେ ବ୍ରାଉନ ସୁଗର ର ସମ୍ରାଜ୍ୟ ବିସ୍ତାର କରି ଯୁବଵର୍ଗ ଙ୍କୁ ଏହାବିପଥଗାମୀ କରାଉଥିଲେ।

Body:ଜଗତସିଂହପୁର
visual send by wrap

Conclusion:jagatsinghpur
visual send by wrap
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.