ETV Bharat / state

ଶାରଳା ପୀଠରେ 144, ନଣ୍ଡା ଦେଉଳରେ ସଂକ୍ରାନ୍ତି ପାଳନ - nanda deula sankranti celebration

ଜଗତସିଂହପୁର ଶାରଳା ପୀଠରେ 144 ଧାରା କାରଣରୁ ନଣ୍ଡା ଦେଉଳରେ ସଂକ୍ରାନ୍ତି ପାଳନ । ଅଧିକ ପଢନ୍ତୁ...

ଶାରଳା ପୀଠରେ 144, ନଣ୍ଡା ଦେଉଳରେ ସଂକ୍ରାନ୍ତି ପାଳନ

author img

By

Published : Apr 14, 2021, 10:36 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ମହା ବିଷୁବ ସଂକ୍ରାନ୍ତି ଓ ଝାମୁ ଯାତ୍ରା ପାଳିତ ହୋଇଛି । ପ୍ରତ୍ୟେକ ପ୍ରମୁଖ ମନ୍ଦିର ପରିସରରେ 144 ଧାରା ଜାରି କରାଯାଇଥିଲେ ମଧ୍ୟ ଗାଁ ଗହଳିରେ ଲୋକେ ପରମ୍ପରା ଅନୁଯାୟୀ ସଂକ୍ରାନ୍ତି ପାଳନ କରିଛନ୍ତି ।

ଶାରଳା ପୀଠରେ 144, ନଣ୍ଡା ଦେଉଳରେ ସଂକ୍ରାନ୍ତି ପାଳନ

ମା' ଶାରଳାଙ୍କ ଘଣ୍ଟ ପାଟୁଆମାନେ ବିଭିନ୍ନ ସ୍ଥାନରୁ ଆସି କଟକଣା ହେତୁ ଶାରଳା ମନ୍ଦିର ନ ଯାଇ ନଣ୍ଡା ଦେଉଳ ସାମ୍ନାରେ ଏକତ୍ରିତ ହୋଇଥିଲେ । ଉପବାସ ରଖି 27 ଦିନ ନିଷ୍ଠାର ସହ ରହିଥିବା ଘଣ୍ଟ ପାଟୁଆ ନିଆଁରେ ଚାଲିଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ଗୋଟେ ପଟେ ଜିଲ୍ଲା ପ୍ରଶାସନ ଶାରଳାଙ୍କ ମନ୍ଦିର ପରିସରରେ 144 ଧାରା ଜାରି ହୋିଥିଲେ ମଧ୍ୟ ନଣ୍ଡା ଦେଉଳ ପ୍ରାଙ୍ଗଣରେ ଝାମୁ ଯାତ୍ରାକୁ ଶେଷ ମୁହୂର୍ତ୍ତରେ ଅନୁମତି ମିଳିଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.