ETV Bharat / state

ଯୁଦ୍ଧଜାହାଜ ଜଲସ୍ବରେ ରାଜ୍ୟର 133 ବିଧାୟକ - Paradip Port

ଭାରତୀୟ ନୌବାହିନୀର ଯୁଦ୍ଧଜାହାଜ ଜଲସ୍ବର ସମାରଭ୍ୟାସ ଦେଖିବା ପାଇଁ ପାରାଦୀପରେ ପହଞ୍ଚିଛନ୍ତି 133 ବିଧାୟକ ।

ଯୁଦ୍ଧଜାହାଜରେ 133 ବିଧାୟକ
ଯୁଦ୍ଧଜାହାଜରେ 133 ବିଧାୟକ
author img

By

Published : Dec 22, 2020, 1:25 PM IST

Updated : Dec 22, 2020, 3:48 PM IST

ଜଗତସିଂହପୁର: ପାରାଦୀପରେ ଯୁଦ୍ଧଜାହାଜ ବୁଲି ଦେଖିବେ ଲୋକପ୍ରତିନିଧି । ଭାରତୀୟ ନୌବାହିନୀର ଯୁଦ୍ଧଜାହାଜ ଜଲସ୍ବର ସମାରଭ୍ୟାସ ଦେଖିବା ପାଇଁ ପାରାଦୀପରେ ପହଞ୍ଚିଛନ୍ତି 133 ବିଧାୟକ ।

ଯୁଦ୍ଧଜାହାଜ ଜଲସ୍ବରେ ରାଜ୍ୟର 133 ବିଧାୟକ

ଜଗତସିଂହପୁର ପାରାଦୀପ ଠାରେ ଓଡ଼ିଶା ବିଧାନସଭାର 133 ବିଧାୟକ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଆଜି ଭାରତୀୟ ନୌବାହିନୀର ସମାରଭ୍ୟାସ ଦେଖିବା ପାଇଁ ପାରାଦୀପରେ ପହଞ୍ଚିଛନ୍ତି।

ମଙ୍ଗଳବାର ପୂର୍ବାହ୍ନ 11ଟା ସମୟରେ ଜଲସ୍ବ ଯୁଦ୍ଧଜାହାଜରେ ଓଡ଼ିଶାର 133 ବିଧାୟକ ଓ ସାଂସଦ ପହଞ୍ଚିବା ପରେ ଭାରତୀୟ ନୌବାହିନୀର ପଦାଧିକାରୀମାନେ ସେମାନଙ୍କୁ ପାଛୋଟି ନେଇଥିଲେ।

ପରେ ପାରାଦୀପ ଉପକୂଳ ଠାରୁ 80 କିଲୋମିଟର ସମୁଦ୍ର ଭିତରକୁ ନିଆଯାଇଥିଲା। ସେଠାରେ ନୌବାହିନୀ ସମରକଳା ଓ ଯୁଦ୍ଧକୌଶଳ ପଦର୍ଶନ କରିଥିଲେ ଭାରତୀୟ ନୌସେନା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Dec 22, 2020, 3:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.