ETV Bharat / state

ଗୋଳନ୍ଥରାରେ ଚାଞ୍ଚଲ୍ୟ, 7 ବର୍ଷର ଝିଅକୁ ଗଳାକାଟି ହତ୍ୟା ଉଦ୍ୟମ - Berhampur crime

ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ନିକଟରେ ଜଣେ ଯୁବକ 7 ବର୍ଷର ନାବାଳିକାର ବେକକୁ କାଟିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Young man cut neck of 7th year old girl in Berhampur
ଗୋଳନ୍ଥରାରେ ଚାଞ୍ଚଲ୍ୟ, 7 ବର୍ଷର ଝିଅକୁ ଗଳାକାଟି ହତ୍ୟା ଉଦ୍ୟମ
author img

By

Published : Jan 28, 2021, 3:44 PM IST

Updated : Jan 28, 2021, 4:12 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ନିକଟସ୍ଥ ସୋରଳରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ଏହି ଗ୍ରାମର ଜଣେ ସାତ ବର୍ଷର ନାବାଳିକାର ବେକକୁ ଛୁରୀରେ କାଟିଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି ।

ଗୋଳନ୍ଥରାରେ ଚାଞ୍ଚଲ୍ୟ, 7 ବର୍ଷର ଝିଅକୁ ଗଳାକାଟି ହତ୍ୟା ଉଦ୍ୟମ

ସୋରଳ ଓଡ଼ିଆ ଓଡିଆର୍ .ପି କଲୋନୀର ରୁତୁ ବେହେରା ନାମରେ ଜଣେ ଯୁବକ ସେହି ଅଞ୍ଚଳର 7 ବର୍ଷର ନାବାଳିକାର ବେକକୁ କାଟିଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ MKCGରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଗ୍ରାମବାସୀ ଉକ୍ତ ଯୁବକକୁ କାବୁ କରି ନିସ୍ତୁକ ମାଡ଼ ମାରୁଥିବା ବେଳେ ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିଛି । ଅଭିଯୁକ୍ତ ଯୁବକ ଜଣଙ୍କ କିଭଳି ଏବଂ କାହିଁକି ଏଭଳି ଘଟଣା ଘଟିଲା ତାହାର ଅନୁଧ୍ୟାନ ପୋଲିସ କରୁଥିବା ଜଣାପଡ଼ିଛି । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଗୁରୁତର ନାବାଳିକାର ଅବସ୍ଥାକୁ ଅନୁଧ୍ୟାନ କରିଛି । ଏହାସହିତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟକୁ ପଚାରି ବୁଝିବା ସହ 2 ଅଭିଯୁକ୍ତ ପୋଲିସ ହେପାଜତରେ ରହିଛନ୍ତି । ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 28, 2021, 4:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.