ETV Bharat / state

ପୃଥକ୍‌ ପୃଥକ୍ ସଡକ ଦୁର୍ଘଟଣାରେ ଦୁଇ ମୃତ, 5 ଆହତ

author img

By

Published : Sep 18, 2020, 10:22 AM IST

ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ।

ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇ ମୃତ
ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇ ମୃତ

ବ୍ରହ୍ମପୁର: ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଘଟିଛି ।

ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇ ମୃତ
ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇ ମୃତ

ସୂଚନା ଅନୁଯାୟୀ, ଶୁକ୍ରବାର ହିଞ୍ଜିଳି ଅଞ୍ଚଳର ସାରୁ ଛକ ନିକଟରେ ଏକ ବାଇକ ସହ ସ୍କୁଟି ଧକ୍କା ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ମୃତକ ଜଣକ ଗୋପାଳପୁର ଥାନା ଅଞ୍ଚଳର ମହେଶ ଦାସ ବୋଲି ଜଣାଯାଇଛି।

ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇ ମୃତ
ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇ ମୃତ

ସେହିପରି ହିଞ୍ଜିଳି ଥାନା ଗଣ୍ଡଳା ଛକ ନିକଟରେ ଟ୍ରାକ୍ଟର ସହ ଏକ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଗଣ୍ଡଳା ଗ୍ରାମର ଶିବରାମ ବେହେରା ବୋଲି ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.