ETV Bharat / state

କେରଳର ମୃତ ଗର୍ଭଣୀ ହାତୀକୁ ବାଲୁକା ଶିଳ୍ପୀ ସତ୍ୟଙ୍କ ଶ୍ରଦ୍ଧାଞ୍ଜଳି - କେରଳରେ ହାତୀ ମୃତ୍ୟୁ ଘଟଣା

ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ମହାରଣା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଦେଲେ ଶ୍ରଦ୍ଧାଞ୍ଜଳି । କହିଲେ ମାନବିକତା ହାରିଯାଇଛି । ଅଧିକ ପଢ଼ନ୍ତୁ...

Sand artist Satya Maharana, pays tribute pregnant elephant killed in Kerala, sand animation, ଗର୍ଭଣୀ ହାତୀକୁ ବାଲୁକା ଶିଳ୍ପୀ ସତ୍ୟଙ୍କ ଶ୍ରଦ୍ଧାଞ୍ଜଳି, କେରଳରେ ହାତୀ ମୃତ୍ୟୁ ଘଟଣା, ସ୍ୟାଣ୍ଡ ଆନିମେସନ୍
କେରଳର ମୃତ ଗର୍ଭଣୀ ହାତୀକୁ ବାଲୁକା ଶିଳ୍ପୀ ସତ୍ୟଙ୍କ ଶ୍ରଦ୍ଧାଞ୍ଜଳି
author img

By

Published : Jun 7, 2020, 4:15 AM IST

ବ୍ରହ୍ମପୁର: କେରଳରେ ହାତୀ ମୃତ୍ୟୁ ଘଟଣାକୁ ନେଇ ସ୍ୟାଣ୍ଡ ଆନିମେସନ୍ ମାଧ୍ୟମରେ ନିନ୍ଦା କରି ବାର୍ତ୍ତା ଦେଲ ବାଲୁକା ଶିଳ୍ପୀ ସତ୍ୟ ମହାରଣା ।

କେରଳରେ ହାତୀ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ଦେଶରେ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ ଏହାକୁ ସ୍ୟାଣ୍ଡ ଆନିମେସନ୍ ମାଧ୍ୟମରେ ନିନ୍ଦା କରି ବାର୍ତ୍ତା ଦେଲେ ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ମହାରଣା । ଜଙ୍ଗଲର ବୁଲୁଥିବା ଜଣେ ଗର୍ଭଣୀ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରୀ ଖାଇବାକୁ ଦିଆଯିବା ପରେ ଏହା ହାତୀର ପାଟିରେ ଫାଟି ଯାଇଥିଲା ଫଳରେ ତିନିଦିନ ଧରି ହାତୀଟି ପାଣିରେ ଛିଡା ହୋଇରହିଥିଲା ଓ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ତାର ମୃତ୍ୟୁ ହୋଇଥିଲା ।

ମାନବିକତା ମରି ଯାଇଥିବା ଏହି ଘଟଣାକୁ ନିଜ ବାଲୁକା କଳା ମାଧ୍ୟମରେ ନିନ୍ଦା କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.