ETV Bharat / state

କୋରୋନା ସ୍ଥିତିକୁ ନେଇ ଭଞ୍ଜନଗରରେ ଜିଲ୍ଲାପାଳଙ୍କ ସମୀକ୍ଷା

କୋରୋନା ସ୍ଥିତିକୁ ନେଇ ଭଞ୍ଜନଗରରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ କରିଛନ୍ତି । କୋରୋନା ସଂକ୍ରମଣକୁ ରୋକିବାକୁ ଜୋର ଦେଇଥିଲେ। ଲୋକଙ୍କୁ ସାମାଜିକ ଦୂରତ୍ବ ରକ୍ଷା ସହିତ ହାତକୁ ବାରମ୍ବାର ଧୋଇବାକୁ ସଚେତନତା ଉପରେ ଗୁରୁତ୍ବଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ସ୍ଥିତିକୁ ନେଇ ଭଞ୍ଜନଗରରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମୀକ୍ଷା

author img

By

Published : Jul 2, 2020, 5:44 PM IST

ଭଞ୍ଜନଗର: କୋରୋନା ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସମୀକ୍ଷା । କୋରୋନା ମହାମାରୀକୁ ନେଇ ଭଞ୍ଜନଗର ସଟଡାଉନ ଥିବାବେଳେ ଗୁରୁବାର ଭଞ୍ଜନଗର ବ୍ଲକ ଠାରେ କୋରୋନା ସ୍ଥିତି ନେଇ ଜିଲ୍ଲାପାଳ ସମୀକ୍ଷା ବୈଠକ କରିଛନ୍ତି ।

କୋରୋନା ସ୍ଥିତିକୁ ନେଇ ଭଞ୍ଜନଗରରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମୀକ୍ଷା

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ । କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଜିଲ୍ଲାରେ ହୁ ହୁ ହୋଇ ବଢୁଥିବାବେଳେ କୋରୋନା ସଂକ୍ରମଣକୁ ରୋକିବାକୁ ଜୋର ଦେଇଥିଲେ । ସାମାଜିକ ଦୂରତ୍ବ ରକ୍ଷା ସହିତ ହାତକୁ ବାରମ୍ବାର ଧୋଇବାକୁ ଲୋକଙ୍କୁ ସଚେତନତା ଉପରେ ଗୁରୁତ୍ବଦେଇଛନ୍ତି । ଗ୍ରାମାଞ୍ଚଳରେ ଦୋକାନ ଗୁଡିକରେ ପ୍ରତ୍ୟକ ଦିନ ଗ୍ରାହକ ମାନଙ୍କର ଖାତାରେ ନାମ ଲେଖିବେ ।

ସେହିଭଳି ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତରେ ଲୋକମାନଙ୍କୁ ସଚେତନ କରାଇବା ସାଙ୍ଗକୁ ଚିହ୍ନଟ ହୋଇଥିବା କୋରୋନା ସଂକ୍ରମିତଙ୍କୁ ପଞ୍ଚାୟତର କୋଭିଡ ସେଣ୍ଟରରେ ରଖି ଚିକିତ୍ସା କରାଇବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଜିର ଏହି ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ, ବିଡିଓ ଏବଂ ତହସିଲଦାର ଉପସ୍ଥିତ ଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.