ETV Bharat / state

ରାମେୟାପାଟଣା ଅଞ୍ଚଳର ସ୍ଥାୟୀ ସମାଧାନ ପାଇଁ ଯୋଜନା - ବ୍ରହ୍ମପୁର ସାଂସଦ

ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ରାମେୟାପାଟଣା ଗ୍ରାମରେ ସମୁଦ୍ର ଦିନକୁ ଦିନ କୂଳ ଖାଉଥିବା ନେଇ ବିଭିନ୍ନ ମହଲରେ ଚିନ୍ତା ବୃଦ୍ଧି ପାଇଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟିକା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 2, 2019, 3:38 AM IST

ଗଞ୍ଜାମ: ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ରାମେୟାପାଟଣା ଗ୍ରାମରେ ସମୁଦ୍ର ଦିନକୁ ଦିନ କୂଳ ଖାଉଥିବା ନେଇ ବିଭିନ୍ନ ମହଲରେ ଚିନ୍ତା ବୃଦ୍ଧି ପାଇଥିଲା । ଇତି ମଧ୍ୟରେ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉଭୟ ଜିଲ୍ଲାପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟିକା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି । ତେବେ ଓ.ଡି.ଆର୍ .ପି ଯୋଗାଇ ଦିଆଯାଇଥିବା ଗୃହ ଗୁଡିକରେ ଗୋଟିଏ ଲେଖାଏଁ ବଖରା ରହିଥିବାରୁ ସେହି ଘରେ ଅନ୍ୟ ଏକ ବଖରା କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟପଟେ ପୋତିହୋଇ ରହିଥିବା ମୁହାଣକୁ ଖନନ ସହିତ ସମୁଦ୍ର କୂଳରେ ବଡ ବଡ ପଥର ପକ୍କାଯାଇ ସୁରକ୍ଷା ପ୍ରାଚୀର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।

ସେପଟେ ଜିଲ୍ଲାପାଳଙ୍କ କହିବା କଥା ଯେଉଁ ମାନଙ୍କୁ ଗୃହ ମିଳିପାରିନାହିଁ ସେମାନଙ୍କ ତାଲିକା କରାଯାଇଛି । ଖୁବଶୀଘ୍ର ତାଙ୍କୁ ଗୃହ ପ୍ରଦାନ କରାଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତି ରାମେୟାପାଟଣା ଗ୍ରାମରେ ସମୁଦ୍ର ଦିନ କୁ ଦିନ କୂଳ ଖାଉଥିବା ନେଇ ବିଭିନ୍ନ ମହଲରେ ଚିନ୍ତା ବୃଦ୍ଧି ପାଇଥିବା ବେଳେ ଇତି ମଧ୍ୟରେ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉଭୟ ଜିଲ୍ଲାପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧି ।ବ୍ରହ୍ମପୁର ସା°ସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟିକା ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଥିବା ବେଳେ ଓ.ଡି.ଆର୍ .ପି ଗୃହ ଯୋଗାଇ ଦିଆଯାଇଥିବା ଗୃହ ଗୁଡିକରେ ଗୋଟିଏ ଲେଖାଏଁ ବଖରା ରହିଥିବାରୁ ସେହି ଘରେ ଅନ୍ୟ ଏକ ବଖରା କରାଯିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ପୋତିହୋଇ ରହିଥିବା ମୁହାଣ କୁ ଖନନ ସହିତ ସମୁଦ୍ର କୂଳରେ ବଡ ବଡ ପଥର ପକ୍କାଯାଇ ସୁରକ୍ଷା ପ୍ରାଚୀର , ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।ଅନ୍ୟପଟେ ଜିଲ୍ଲାପାଳ ଙ୍କ କହିବା କଥା କେଉଁ ମାନଙ୍କୁ ଗୃହ ମିଳିପାରିନାହିଁ ସେମାନଙ୍କ ତାଲିକା କରାଯାଇଛି ଖୁବଶୀଘ୍ର ତାହାକୁ ପ୍ରଦାନ କରାଯିବ ।Body:ବାଇଟ୍-ଚନ୍ଦ୍ରଶେଖର ସାହୁ(ସା°ସଦ,ବ୍ରହ୍ମପୁର)
ବାଇଟ୍-ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ, ଗଞ୍ଜାମ)

ଦୁଇଟି ବାଇଟ୍ ମୋଜୋରେ ଯାଇଛି ।)Conclusion:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.