ETV Bharat / state

ବ୍ରହ୍ମପୁରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପ୍ରସ୍ତୁତି, ସ୍ଥିତି ପରିଖିଲେ କମିଶନର

author img

By

Published : May 10, 2021, 5:19 PM IST

ବ୍ରହ୍ମପୁରରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି 3ୟ ପର୍ଯ୍ୟାୟ ଟୀକାକରଣ । ସ୍ଥିତି ଅନୁଧ୍ୟାନ କଲେ ମହାନଗର ନିଗମ କମିଶନର । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ 3ୟ ପର୍ଯ୍ୟାୟ ଟୀକାକରଣ ପ୍ରସ୍ତୁତି, ସ୍ଥିତି ପରିଖିଲେ କମିଶନର

ବ୍ରହ୍ମପୁର: ବ୍ରହ୍ମପୁରରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି 3ୟ ପର୍ଯ୍ୟାୟ ଟୀକାକରଣ । ଏହାକୁ ନେଇ ଆବଶ୍ୟକୀୟ ଟିକା ପହଞ୍ଚିବା ସହ ଆସନ୍ତାକାଲି ସକାଳ ସୁଦ୍ଧା ଏହାକୁ ଆରମ୍ଭ କରାଯିବ । ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ୪୫ ବର୍ଷୀୟ ବ୍ୟକ୍ତିବିଶେଷଙ୍କୁ ଟୀକାଦାନ କରାଯିବାକୁ ଥିବାବେଳେ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଏହାକୁ ନେଇ ଟିକାଦାନ କେନ୍ଦ୍ର କରାଯାଇ ଯେପରି ଭିଡ ନକରି ସମସ୍ତଙ୍କୁ ଟୀକାପ୍ରଦାନ କରାଯିବ ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

ବ୍ରହ୍ମପୁରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପ୍ରସ୍ତୁତି, ସ୍ଥିତି ପରିଖିଲେ କମିଶନର

ସେପଟେ ସହରର ୨୦ ଗୋଟି ସ୍ଥାନରେ ଏହି 3ୟ ପର୍ଯ୍ୟାୟ ଟିକାଦାନ ହେବାକୁ ରହିଥିବାବେଳେ ବିଭିନ୍ନ କେନ୍ଦ୍ରକୁ ଟିକାଦାନ ଆରମ୍ଭ ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳୀରାମ ବନ୍ଦେର । ସେପଟେ ସହରର ରାମଲିଙ୍ଗେଶ୍ବର ପାର୍କ ପରିସରରେ ମଧ୍ୟ ରହିଥିବା ଖୋଲାସ୍ଥାନରେ ତୃତୀୟ ପର୍ଯ୍ୟାୟ ଟିକାଦାନ ପାଇଁ ପ୍ରସ୍ତୁତି କରାଯାଇଛି । ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.