ETV Bharat / state

Panchayat Election: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପି-ବିଜେଡିର କଡା ଟକ୍କର ! - ଗୋପାଳପୁର ନିର୍ବାଚନ ମଣ୍ଡଳୀ

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାଜନୀତି ଦଳ ମଧ୍ୟରେ ଆରମ୍ଭ ହୋଇଛି କଡ଼ା ଟକ୍କର। ଚଳିତ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦୁଇ ଜୋନରେ ବିଜେପି ଓ ବିଜେଡି ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଅଧିକ ପଢ଼ନ୍ତୁ

nomination for election in gopalpur constituency
ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡି ଟକ୍କର
author img

By

Published : Jan 22, 2022, 3:10 PM IST

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାଜନୀତି ଦଳ ମଧ୍ୟରେ ଆରମ୍ଭ ହୋଇଛି କଡ଼ା ଟକ୍କର। ଚଳିତ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦୁଇ ଜୋନରେ ବିଜେପି ଓ ବିଜେଡି ମଧ୍ୟରେ ମୁକାବିଲା ହେବାକୁ ଯାଉଛି।

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡି ଟକ୍କର

ଗୋପାଳପୁରର ଦୁଇଟି ଜୋନ ତଥା 53 ନମ୍ବର ଜୋନରୁ ବିଜେଡି ପକ୍ଷରୁ ରାଜେଶ୍ବରୀ ଦୋରା ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ କାଜଲ ପାତ୍ର ପ୍ରାର୍ଥୀ ହୋଇଛନ୍ତି । ସେହିପରି ୫୪ ନମ୍ବର ଜୋନରୁ ଯୁବ ବିଜେପି ନେତା ତଥା ରାଜ୍ୟ ଯୁବମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ସୁଭାଶିଷ ସାହୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେପଟେ ବିଜେଡ଼ି ଦଳରୁ ଏହି ଜୋନରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦୀପକ ସାମନ୍ତ ପ୍ରାର୍ଥୀ ହୋଇଛନ୍ତି । ତେବେ ଏହି ଦୁଇ ଜୋନରେ ସବୁବେଳେ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡ଼ି ମଧ୍ୟରେ ମୁକାବିଲା ହୋଇ ଆସିଥାଏ।।

ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୁଡାନ୍ତ ତାଲିକା ପ୍ରକାଶ ପାଇବ। ଏହାପରେ ରାଜନୀତି ମୈଦାନରେ ଆରମ୍ଭ ହେବ କଡ଼ା ମୁକାବିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.