ETV Bharat / state

ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟ ଅଭିଯୋଗ

ଗଞ୍ଜାମ ଜିଲ୍ଲାରେ ଲୁଟ ଅଭିଯୋଗ । ତିନି ଜଣ ଦୁର୍ବୃତ୍ତ ଏକ ଆପାଚି ମୋଟର ସାଇକେଲ ଯୋଗେ ଆସି ବନ୍ଧୁକ ଦେଖାଇ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 13, 2019, 11:07 AM IST

ବ୍ରହ୍ମପୁର: ଜିଲ୍ଲା କୋଦଳା ଥାନା ବେଗୁନିଆପଡ଼ା ଫାଣ୍ଡି ଠାରୁ ମାତ୍ର କିଛି ଦୂରରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୨୫ ହଜାର ଟଙ୍କା ଏବଂ ୨ଟି ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟତଃ ଖଲ୍ଲିକୋଟ ବେଗୁନିଆପଡ଼ା ଯିବା ରାସ୍ତା ତିରିଡା ଛକ ଠାରେ ବିଭୂତି ସାହୁ ନାମକ ଜଣେ ବ୍ୟାଙ୍କ କର୍ମଚାରୀ ନିଜ ଘରକୁ ଫେରୁଥିବା ବେଳେ ଏମିତି ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ତିନି ଜଣ ଦୁର୍ବୃତ୍ତ ଏକ ଆପାଚି ମୋଟର ସାଇକେଲ ଯୋଗେ ଆସି ବନ୍ଧୁକ ଦେଖାଇ ଏଭଳି ଲୁଟ କରିଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡ଼ା ଫାଣ୍ଡି ଠାରୁ ମାତ୍ର କିଛି ଦୂରରେ ଜଣେ ଘରୋଇ ବ୍ୟାଙ୍କ।କର୍ମଚାରୀ ଙ୍କ ଠାରୁ ବନ୍ଧୁକ ଦେଖାଇ ୨୫ ହଜାର ଟଙ୍କା ଏବଂ ୨ଟି ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟତଃ ଖଲ୍ଲିକୋଟ ବେଗୁନିଆପଡ଼ା ଯିବା ରାସ୍ତା ତିରିଡା ଛକ ଠାରେ ବିଭୂତି ସାହୁ ନାମକ ଜଣେ ବ୍ୟାଙ୍କ କର୍ମଚାରୀ ନିଜ ଘରକୁ ଫେରୁଥିବା ବେଳେ କୁଆଡେ ତିନି ଜଣ ଦୁବୃର୍ତ୍ତ ଏକ ଆପାଜି ମୋଟର ସାଇକେଲ ଯୋଗେ ଆସି ବନ୍ଧୁକ ଦେଖାଇ ଏଭଳି ଲୁଟ କରିଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.