ETV Bharat / state

ଗଞ୍ଜାମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଗଲା କୋଭିଡ ଟିକା - ଗଞ୍ଜାମ ନ୍ୟୁଜ

ବ୍ରହ୍ମପୁର ସହରର ବୈକୁଣ୍ଠନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏବଂ ସଦର ମହକୁମ୍ମା ଛତ୍ରପୁରର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସାମ୍ବାଦିକ ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନରେ ଟୀକାଦାନ ବ୍ୟବସ୍ଥା କରାଯାଇଥିଲା । ଅଧିକ ପଢନ୍ତୁ...

ଗଞ୍ଜାମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଗଲା କୋଭିଡ ଟିକା

author img

By

Published : May 3, 2021, 5:48 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଏବଂ ଛତ୍ରପୁରରେ କୋଭିଡ୍ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୋଭିଡ ଟୀକା ଦିଆଯାଇଛି। ବ୍ରହ୍ମପୁର ସହରର ବୈକୁଣ୍ଠନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏବଂ ସଦର ମହକୁମ୍ମା ଛତ୍ରପୁରର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସାମ୍ବାଦିକ ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନରେ ଟୀକାଦାନ ବ୍ୟବସ୍ଥା କରାଯାଇଥିଲା ।

ଗଞ୍ଜାମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଗଲା କୋଭିଡ ଟିକା

ବ୍ରହ୍ମପୁର ଠାରେ ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳୀରାମ ବନ୍ଦୋର ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ୱି .କୀର୍ତ୍ତୀ ଭାଶନ ଉପସ୍ଥିତ ରହି ଏହାକୁ ଶୁଭାରମ୍ଭ କରିଥିଲେ । ଛତ୍ରପୁର ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କର କିପରି ଟୀକାଦାନ ହେବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

ଏହାକୁ ନେଇ ଜିଲ୍ଲାରେ କାର୍ଯ୍ୟରତ ସାମ୍ଵାଦିକଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲା ସ୍ବାସ୍ଥବିଭାଗକୁ ସାଧୁବାଦ ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.