ETV Bharat / state

ଦିନିକିଆ ଗଞ୍ଜମ ଗସ୍ତରେ ରାଜ୍ୟପାଳ - ରାଜ୍ୟପାଳଙ୍କ ଦିନିକିଆ ଗଞ୍ଜାମ ଗସ୍ତ

ରାଜ୍ୟପାଳ ଗଣେଶୀଲାଲ ଦିନିକିଆ ଗଞ୍ଜାମ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣି ରାଜଧାନୀ ଫେରିଛନ୍ତି । ଅଧିକ ପଢନ୍ତୁ...

Governor one day visit to Ganjam
ଦିନିକିଆ ଗଞ୍ଜମ ଗସ୍ତରେ ରାଜ୍ୟପାଳ
author img

By

Published : Jan 29, 2020, 6:34 AM IST

ବ୍ରହ୍ମପୁର: ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣି ରାଜଧାନୀ ଫେରିଛନ୍ତି ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳ ପ୍ରଥମେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦାନ କରିବା ପରେ ରେଶମ ସହର ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଠାରେ ରହିଥିବା ଅକ୍ସଫୋର୍ଡ ବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ।

ଦିନିକିଆ ଗଞ୍ଜମ ଗସ୍ତରେ ରାଜ୍ୟପାଳ

ଶେଷରେ ସହରର କେସି ହାଇସ୍କୁଲ ଖେଳପଡିଆ ଠାରେ ଚିନ୍ମୟାନନ୍ଦ ମିଶନ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରବଚନ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ । ଏଥିରେ ଅନ୍ୟତମ ଅତିଥି ରୂପେ ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଚିନ୍ମୟାନନ୍ଦ ମିଶନର କର୍ମକର୍ତ୍ତା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ଉପସ୍ଥିତ ଜନସାଧାରଣଙ୍କୁ ଶ୍ରୀମଦ ଭାଗବତ ଗୀତାର ମହାନୀୟତା ବିଷୟରେ ବାର୍ତ୍ତା ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଈଟିଭି ଭାରତ

Intro:ଓଡିଶାର ରାଜ୍ୟପାଳ ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣି ରାଜଧାନୀ ଫେରିଛନ୍ତି ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳ ପ୍ରଥମେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦାନ କରିବା ପରେ ରେଶମ ସହର ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଠାରେ ରହିଥିବା ଅକ୍ସପୋର୍ଡ ବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ଶେଷରେ ସହରର କେ.ସି.ହାଇସ୍କୁଲ ଖେଳପଡିଆ ଠାରେ ଚିନ୍ମୟାନନ୍ଦ ମିଶନ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଏଥିରେ ଅନ୍ୟତମ ଅତିଥି ରୂପେ ପୁରୀର ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ଚିନ୍ମୟାନନ୍ଦ ମିଶନର କର୍ମକର୍ତ୍ତା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ଉପସ୍ଥିତ ଜନସାଧାରଣଙ୍କୁ ଶ୍ରୀମଦ ଭାଗବତ ଗୀତାର ମହାନୀୟତା ବିଷୟରେ ବାର୍ତ୍ତା ଦେଇଥିଲେ ।
ବାଇଟ୍-ପ୍ରଫେସର ଗଣେଶୀ ଲାଲ(ରାଜ୍ୟପାଳ)Body:ବ୍ରହ୍ମପୁରରୁ ସମୀର ଆଚାଯ୍ୟ ଇଟିଭି ଭାରତ

ଭିଜୁଆଲ ମୋଜେ ରେ ଯାଇଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.