ETV Bharat / state

ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ - Gopalpur bela bhumi mahostav starts today

ଆଜି ଉଦଘାଟିତ ହେବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁରରେ ବେଳାଭୂମି ମହୋତ୍ସବ ୨୦୧୯ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିବେ ।

ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁର
ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ
author img

By

Published : Dec 24, 2019, 6:56 AM IST

Updated : Dec 24, 2019, 7:06 AM IST

ବ୍ରହ୍ମପୁର: ଆଜି ଉଦଘାଟିତ ହେବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁରରେ ବେଳାଭୂମି ମହୋତ୍ସବ ୨୦୧୯ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗୋପାଳପୁର ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି ।

ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ

ମୁଖ୍ୟମନ୍ତ୍ରୀ ରାଜଧାନୀରୁ ପ୍ରଥମେ ହେଲିକପ୍ଟର ଯୋଗେ ବାହାରି ଗୋପାଳପୁର ବସଷ୍ଟାଣ୍ଡରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଦିନ ୩.୫୫ ମିନିଟରେ ପହଞ୍ଚିବେ । ପରେ ସେଠାରୁ ମହୋତ୍ସବର କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ ମହୋତ୍ସବକୁ ଉଦଘାଟନ କରିବା ସହ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହ ମହୋତ୍ସବ ପାଇଁ ୩୦ ପ୍ଳାଟୁନ ପୋଲିସ ମୁତୟନ କରାଯାଇଥିବାବେଳେ 4 ଜଣ ଅତିରିକ୍ତ ଏସପିଙ୍କୁ ନେଇ ଗୋପାଳପୁରକୁ 8 ଟି ପୋଷ୍ଟରେ ବିଭକ୍ତ କରାଯିବ । ଏପରିକି ମୋବାଇଲ ପାଟ୍ରୋଲିଙ୍ଗ ସହିତ ସାଧା ପୋଷାକରେ ପୋଲିସ ମୁତୟନ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ରେ ବେଳାଭୂମି ମହୋତ୍ସବ ୨୦୧୯ । ଏହି ମହୋତ୍ସବ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ ।ମୁଖ୍ୟମନ୍ତ୍ରୀ ଙ୍କ ଏହି ଗୋପାଳପୁର ଗ୍ରସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି ।ମୁଖ୍ୟମନ୍ତ୍ରୀ ରାଜଧାନୀ ରୁ ପ୍ରଥମେ ହେଲିକପ୍ଟର ଯୋଗେ ବାହାରି ଗୋପାଳପୁର ବସଷ୍ଟାଣ୍ଡ ରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଦିନ ୩.୫୫ ମିନିଟରେ ପହଞ୍ଚିବା ପରେ ସେଠାରୁ ମହୋତ୍ସବ ର କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ମହୋତ୍ସବ କୁ ଉଦଘାଟନ କରିବା ସହ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ ।ମୁଖ୍ୟମନ୍ତ୍ରୀ ଙ୍କ ଏହି ଗ୍ରସ୍ତ ସହ ମହୋତ୍ସବ ପାଇଁ ୩୦ ପ୍ଳାଟୁନ ପୋଲିସ ମୃର୍ତ୍ତୟନ କରାଯାଇଥିବା ବେଳେ ଚାରି ଜଣ ଅତିରିକ୍ତ ଏସ୍. ପି ଙ୍କୁ ନେଇ ଗୋପାଳପୁର କୁ ଆଠଟି ପୋଷ୍ଟ ରେ ବିଭକ୍ତ କରାଯିବ ।ଏପରିକି ମୋବାଇଲ ପେଟ୍ରୋଲିଙ୍ଗ ସହିତ ସାଧା ପୋଷାକରେ ପୋଲିସ ମୃର୍ତ୍ତୟନ ହେବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

Body:ବାଇଟ୍-ପିନାକ ମିଶ୍ର(ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

Conclusion:
Last Updated : Dec 24, 2019, 7:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.