ETV Bharat / state

ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡିଗଲା କୋଠା, ଦୁଇ ଆହାତ - ଗ୍ୟାସଟାଙ୍କି ବିସ୍ଫୋରଣରେ ଉଡିଗଲା କୋଠା

ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡିଗଲା କୋଠା । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଦେବରାଜ ନାୟକଙ୍କ ଘରେ । ଖବରପାଇ ଘଟଣାସ୍ଥଳରେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଧିକ ପଢନ୍ତୁ

ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡିଗଲା କୋଠା, ଦୁଇ  ଆହାତ

author img

By

Published : Jul 22, 2022, 8:59 PM IST

ବ୍ରହ୍ମପୁର: ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡିଗଲା କୋଠା । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଦେବରାଜ ନାୟକଙ୍କ ଘରେ । ଖବରପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବିସ୍ଫୋରଣ ବେଳେ ଘରେ ଦୁଇ ଜଣ ବ୍ୟକ୍ତି ଥିଲେ । ତେବେ ବିସ୍ଫୋରଣରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଛନ୍ତି । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗ୍ୟାସ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ଫଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ କରିଥିଲା । ବିସ୍ଫୋରଣରେ ଦେବରାଜ ନାୟକ ଗୁରୁତର ରହିଥିବା ବେଳେ ଅଶୋକ ନାୟକ ଆହତ ହୋଇଛନ୍ତି ।

ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡିଗଲା କୋଠା, ଦୁଇ  ଆହାତ
ଗ୍ୟାସ ଟାଙ୍କି ବିସ୍ଫୋରଣରେ ଉଡିଗଲା କୋଠା, ଦୁଇ ଆହାତ

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.