ETV Bharat / state

ଗଞ୍ଜାମରେ ବ୍ୟବସାୟୀଙ୍କ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ: ଜିଲ୍ଲାପାଳ

ଗଞ୍ଜାମରେ ସମସ୍ତ ବ୍ୟବସାୟୀଙ୍କୁ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ଜାରୀ କରିଛନ୍ତି । ଅଧିକ ପଢନ୍ତୁ...

ଗଞ୍ଜାମରେ ବ୍ୟବସାୟୀଙ୍କ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ: ଜିଲ୍ଲାପାଳ
ଗଞ୍ଜାମରେ ବ୍ୟବସାୟୀଙ୍କ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ: ଜିଲ୍ଲାପାଳ
author img

By

Published : Jul 27, 2020, 3:20 AM IST

ବ୍ରହ୍ମପୁର: ଗଞ୍ଜାମରେ ସାମାଜିକ ଦୂରତ୍ବକୁ କଡାକଡି ପାଳନ ପାଇଁ ସମସ୍ତ ବ୍ୟବସାୟୀଙ୍କ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ଜାରୀ କରିଛନ୍ତି ।

ଗଞ୍ଜାମରେ ବ୍ୟବସାୟୀଙ୍କ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ: ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ପଜିଟିଭଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏହା ପ୍ରଶାସନର ନିୟନ୍ତ୍ରଣରେ ରହିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ନେଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାରେ ଡୋର ଟୁ ଡୋର ସ୍ବାସ୍ଥ୍ୟ ପରୀକ୍ଷା ଯୋଗୁଁ ବହୁ ପଜିଟିଭଙ୍କୁ ଚିହ୍ନଟ ସହିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପାରିଛି । ଆଗାମୀ ଦିନରେ ସମାଜିକ ଦୂରତ୍ବକୁ ଅଧିକ କଡାକଡି ପାଳନ କରାଯିବ । ଏହି ଅବସରରେ ସାମାଜିକ ଦୂରତ୍ବକୁ କଡାକଡି ପାଳନ ପାଇଁ ସମସ୍ତ ବ୍ୟବସାୟୀଙ୍କ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ ବୋଲି କହିଛନ୍ତି ଜିଲ୍ଲାପାଳ ।ଏହାକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ସେହିପରି ବିଶେଷ କରି ଗ୍ରାମାଞ୍ଚଳରେ ବହୁ ବ୍ୟକ୍ତି ବିଶେଷ ତାସ ଓ କ୍ରିକେଟ ଖେଳୁଥିବାରୁ ଏହାକୁ ବାରଣ କରାଯାଇଥିବା ବେଳେ ଯେଉଁମାନେ ଏହାର ଉଲ୍ଲଙ୍ଘନ କରିବେ । ସେମାନଙ୍କୁ ଆଗାମୀ ୧୪ଦିନ ହୋମକ୍ବାରେଣ୍ଟାଇନରେ ରହିବା ସହ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କୋରୋନାରୁ ଦୂରେଇ ରହିବା ପାଇଁ ସରକାରଙ୍କ କୋରୋନା ଗାଇଡ ଲାଇନ ମାନିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.