ବ୍ରହ୍ମପୁର : ସାରା ଦେଶରେ ଦେଖିବାକୁ ମିଳିଥିବା କୋଭିଡ-19ର ପ୍ରଥମ ଲହର ସମୟରେ ଫେକ୍ ନ୍ୟୁଜକୁ ରୋକିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଗଣମାଧ୍ୟମର ଭୂମିକାକୁ ସାଧୁବାଦ ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଗଞ୍ଜାମ ଜିଲ୍ଲାରେ ଗଣମାଧ୍ୟମର କାର୍ଯ୍ୟକୁ ଧନ୍ୟବାଦ ଦେବା ସହିତ ଆଗାମୀ କୋରୋନାର ଦ୍ୱିତୀୟ ଲହର ସମୟରେ ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଅନୁରୂପ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ